ମୋଦୀ ଆସିବାପରେ ଭାରତ-ପାକ୍ ସଂପର୍କ ଖରାପ ହୋଇଗଲା : ମଣିଶଙ୍କର
ଲାହୋର: ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର । ପାକିସ୍ତାନ ଗସ୍ତରେ ଥିବାବେଳେ ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଯେତିକି ଖୋଲା ହୃଦୟରେ ସ୍ୱାଗତ କରାଯାଇଛି, ଅନ୍ୟ କୌଣସି ଦେଶରେ … Read More