୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ
ବେଙ୍ଗାଲୁରୁ : ଆସନ୍ତା ୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ । ଏ ଯୋଜନା ଉପରେ କାମ ଚାଲୁ ରହିଛି ବୋଲି ଇସ୍ରୋ ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ କହିଛନ୍ତି । ସେ କହିଛନ୍ତି … Read More