ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡ଼ି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ। … Read More

ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି: ହିତାଧିକାରୀ ପାଇବେ ସର୍ବନିମ୍ନ୧ ହଜାର ଟଙ୍କା

ଭୁବନେଶ୍ବର: କିଛିଦିନ ଧରି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସହାୟତା ଦେବାକୁ ବିରୋଧୀ ଦଳ ଦାବି କରୁଥିଲେ । ଏହା ସହ ଏହା ଉପରେ ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏସବୁ ଭିତରେ … Read More

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ … Read More

ଆରପାରିରେ ରାଣୀ; ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଭୁବନେଶ୍ବର : ଆଖି ବୁଜିଲେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଖଲ୍ଲିକୋଟ ଓ … Read More

ହାତ ମିଳାଇଲେ ଶରିଫ-ଭୁଟ୍ଟୋ: ନିର୍ବାଚନକୁ ନେଇ ବଡ଼ ବୟାନ ଦେଲା ପାକିସ୍ତାନ ସେନା

ଇସଲାମାବାଦ : ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟକୁ ନେଇ ସସପେନ୍ସ ଜାରି ରହିଛି। ସବୁ ଦଳ ବିଜୟୀ ନେଇ ଦମ୍ଭୋକ୍ତି କରି ଚାଲିଛନ୍ତି। ତଥାପି ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥିତ ପ୍ରାର୍ଥୀ ଆଗରେ ରହିଛନ୍ତି। କୌଣସି ଦଳକୁ … Read More

ବଢ଼ିଲା ଅଡୁଆ, CBI ପରେ ED ରାଡାର୍‌ରେ ସମୀର ଓ୍ୱାଙ୍ଖଡେ

ନୂଆଦିଲ୍ଲୀ:ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ। ସିବିଆଇ ପରେ ଏବେ ଇଡି ରାଡାର୍‌ରେ ଓ୍ୱାଙ୍ଖଡେ। ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଓ ଆଇଆର୍‌ଏସ୍‌ ଅଧିକାରୀ ସମିର ଓ୍ୱାଙ୍ଖଡେଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ମାମଲା ରୁଜୁ … Read More

ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ … Read More

ମୁଁ ବାବର, ଜିନ୍ନା କିମ୍ବା ଔରଙ୍ଗଜେବଙ୍କ ମୁଖପାତ୍ର କି ? ଓଓ୍ବେସି

ନୂଆଦିଲ୍ଲୀ: ସଂସଦରେ ଅନୁଷ୍ଠିତ ରାମ ମନ୍ଦିର ଆଲୋଚନାରେ ଅଂଶଗ୍ରହଣ କରି ଏଆଇଏମ୍ଆଇଏମ୍ ସଭାପତି ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଦେଶର ମୁସଲମାନମାନଙ୍କୁ ବାରମ୍ବାର ଦେଶଭକ୍ତି ପ୍ରମାଣ କରିବାକୁ କୁହାଯାଏ। ମୁଁ ବାବର, ଜିନ୍ନା ନା ଔରଙ୍ଗଜେବଙ୍କ ମୁଖପାତ୍ର? … Read More

କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ଅଧିକ ସୁବିଧା ଯୋଗାଇବାକୁ ସଂସଦୀୟ ସମିତିର ସୁପାରିଶ

ନୂଆଦିଲ୍ଲୀ: କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିସ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ … Read More

ମେ ୯ ରେ ହୋଇଥିବା ଦଙ୍ଗା ସମ୍ପର୍କିତ ୧୨ଟି ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ

ଲାହୋର: ପାକିସ୍ତାନରେ କିଏ ସରକାର ଗଢ଼ିବେ ତାହା ଏବେ କହିବା କଷ୍ଟକର। ଇମ୍ରାନ ଖାନ ଠାରୁ ନୱାଜ ସରିଫ ପର୍ଯ୍ୟନ୍ତ ସମସ୍ତେ ବିଜୟ ଦାବି କରୁଛନ୍ତି। ଏପର୍ଯ୍ୟନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା … Read More