ଏସସିବି ମେଡିକାଲରୁ ୫ ଦଲାଲ ଗିରଫ

କଟକ ଏସସିବି ମେଡିକାଲରୁ ୫ ଦଲାଲ ଗିରଫ। ଘରୋଇ ମେଡିକାଲକୁ ରେଫର୍ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।ଏସସିବି ଆଇସିୟୁରେ ବେଡ୍ ନାହିଁ କହି ଏମାନେ ରୋଗୀଙ୍କୁ ଅନ୍ୟ … Read More

୪ମାସ ପାଇଁ ୧.୧୮ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍

ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ହାରରେ ବୃଦ୍ଧି ହୋଇଛି ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏପ୍ରିଲରୁ ଜୁଲାଇ … Read More

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା

ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ … Read More

ପଞ୍ଚାୟତରେ କ୍ଷମତା ହଡ଼ପ କରି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ତୃତୀୟ ମହଲା : ବିଜେପି

ଭୁବନେଶ୍ବର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ପଂଚାୟତଗୁଡ଼ିକୁ ପ୍ରଦତ୍ତ କ୍ଷମତାକୁ ହଡ଼ପ କରି ରାଜ୍ୟ ସରକାର ଏବେ ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଅମଲାତନ୍ତ୍ର ଶାସନ … Read More

ପେଟିଏମ ଉପରେ କାହିଁକି କଟକଣା ଲଗାଇଲା ରିଜର୍ଭ ବ୍ୟାଙ୍କ ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୩୧ ଜାନୁଆରୀ ୨୦୨୪ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା। ସେବେଠାରୁ ଏବେ ପେଟିଏମ୍ ର କ’ଣ ହେବ ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଫେବୃଆରୀ ୨୯ ପରେ ବନ୍ଦ ହେବ ପେଟିଏମ୍ … Read More

ଚାଲିଗଲା ଦୁଇ ପର୍ବତାରୋହୀଙ୍କ ଜୀବନ, ୪୮ ଘଣ୍ଟା ଯାଏ ଶବକୁ ଜଗି ରହିଲା କୁକୁର

ନୂଆଦିଲ୍ଲୀ : କୁକୁର ଅତ୍ୟନ୍ତ ବିଶ୍ୱସ୍ତ। ସେ ସବୁବେଳେ ନିଜ ମାଲିକଙ୍କ ପାଖରେ ରହିବାକୁ ଚାହେଁ। ତା’ ପାଇଁ ମାଲିକ ସବୁ କିଛି। ମୃତ୍ୟୁ ପରେ ମଧ୍ୟ ସେ ମାଲିକଙ୍କୁ ଏକା କରେ ନାହିଁ। କୁକୁର କେବେ ହେଲେ ଧୋକ୍କା … Read More

ଆନ୍ଧ୍ର ପ୍ରଦେଶରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ

ଆନ୍ଧ୍ର ପ୍ରଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବଡ଼ ବଡ଼ ବିରୋଧୀ ଦଳ ଏକାଠି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଲାଗିବ ଝଟକା। କାରଣ ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ … Read More

ନୋଏଡା ସୀମା ସିଲ, ହରିଆଣାରେ ବ୍ୟାରିକେଡ୍‌

ନୂଆଦିଲ୍ଲୀ : ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ କରିଥିବା ବେଳେ ହରିୟାଣା … Read More

ବେଙ୍ଗଲରେ ଟିଏମସି, ପଞ୍ଜାବରେ ଜଲୱା ଦେଖାଇବେ ଆପ ଓ କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ ସାମିଲ କରି ଗଣମାଧ୍ୟମ ଗୁଡ଼ିକ … Read More

‘ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର’

ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି … Read More