ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି … Read More

ହେମନ୍ତଙ୍କୁ ଗିରଫ ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା

ନୂଆଦିଲ୍ଲୀ: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ମମତା କେନ୍ଦ୍ର ସରକାରଙ୍କ ଉପରେ … Read More

ବିତ୍ତୀୟ ନିଅଣ୍ଟ ବଜେଟର ୫.୮% ରହିବ ବୋଲି ଆକଳନ କରାଯାଇଛି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪ରେ ସଂଶୋଧିତ ବୀତ୍ତିୟ ନିଅଣ୍ଟ ୫.୮% ରହିବ। ସେହିପରି … Read More

୧ ଟଙ୍କାରେ ବଜେଟ ହିସାବ

ନୂଆଦିଲ୍ଲୀ :ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍‌ ବଜେଟ୍‌। ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି।ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା … Read More

ପାରିବାରିକ କାରଣରୁ କଳ୍ପନା ସୋରେନ ବାଦ ପଡ଼ିଲେ

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ବନ୍ଧା ହୋଇ ସାରିଛନ୍ତି ହେମନ୍ତ ସୋରେନ୍‌। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ଇଡ଼ି ତାଙ୍କୁ ବାନ୍ଧି ସାରିଛି। ତେବେ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡ଼ଖଣ୍ଡ … Read More

ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ। ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। … Read More

କାମଚଳା ବଜେଟ ଉପସ୍ଥାପିତ : ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୪-୨୫ ବର୍ଷ ଲାଗି କାମଚଳା ବଜେଟ୍ ଉପସ୍ଥାପିତ କରିଛନ୍ତି | ବଜେଟରେ  ଟିକସ ସ୍ଲାବ ହ୍ରାସ ହୋଇ ନଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ୨୦୪୭ ସୁଦ୍ଧା ଭାରିତକୁ ବିକଶିତ ରାଷ୍ଟ୍ରରେ … Read More

ଦେଶର ବିକାଶକୁ ଗତି ମିଳିବ: ବଜେଟ୍ ଉପରେ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ। ଯୁବ, କୃଷକ, କ୍ଷୁଦ୍ର ଉଦ୍ୟୋଗପତି ଓ ମହିଳାଙ୍କ ପାଇଁ … Read More