ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା … Read More

ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ

ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି। ସବ୍ୟସାଚୀ ହାୱଡାରେ ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗ ହୋଇଛି। ବିଜେପି ନେତା ଏପରି ସଙ୍ଗୀନ … Read More

କପି କରି ଧରାପଡ଼ିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି … Read More

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ … Read More

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ; ବାପା ପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁଇଟି ଜୀବନ । ମୃତକଙ୍କ ଘର ଘଟଗାଁ ଥାନା ଅଧୀନ ବାରିଗାଁରେ ବୋଲି … Read More

ହରିୟାଣା ସରକାରଙ୍କ ବଡ଼ ଘୋଷଣା; କୃଷି ଋଣ ଉପରୁ କଲେ ସୁଧ ଛାଡ଼

ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ଶମ୍ଭୁ ବର୍ଡର ଓ ଖାନାଉରି ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି। ଦାବି ପୂରଣ ନ ହେଲା ଯାଏ ପଛକୁ ହଟିବାର ପ୍ରଶ୍ନ ଉଠୁନି ବୋଲି ବି ସଫା ସଫା ଶୁଣାଇ ଦେଇଛନ୍ତି। … Read More

ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣା, ବିଧାୟକ ରମେଶ ଜେନା କୋର୍ଟରେ ହାଜର

ଭୁବନେଶ୍ବର : ଭୁବନେଶ୍ବର ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ । ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ରମେଶ ଜେନା । ଗୁଳିକାଣ୍ଡ ଘଟଣାକୁ ନେଇ କୋର୍ଟରେ ଚାଲିଛି ସାକ୍ଷୀ ଗ୍ରହଣ … Read More

ପ୍ରବଳ ତୁଷାରପାତ ସତ୍ତ୍ୱେ ଯୋଗରେ ମଗ୍ନ ଯୋଗୀ

ସୋଶାଲ ମିଡିଆରେ ଜଣେ ଯୋଗୀଙ୍କ ଯୋଗ ସାଧନ ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। କାରଣ ଯୋଗୀ ଜଣକ ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଛି। ହିମାଳୟ ପର୍ବତ ଉପରେ ବରଫରେ ପୂର୍ଣ୍ଣ ଯୋଗୀଙ୍କ ତପସ୍ୟା … Read More

ଆଜି ପବିତ୍ର ମାଘ ପୂର୍ଣ୍ଣିମା; ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । … Read More

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ : କାଳିଆ ସ୍କିମ୍ ୩ବର୍ଷ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା … Read More