ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର
କଟକ : ସିସିଟିଭି ଲାଗିଛି। ଏଆଇ ଜଗିଛି। ତଥାପି ସମସ୍ଥଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି କାଲି ପରୀକ୍ଷା ପୂର୍ବରୁ ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର। ତା’ ସାଙ୍ଗକୁ ବୁଲିଲା ଉତ୍ତର। … Read More