ଓଡ଼ିଶାରେ ଶାସନ ନାହିଁ, ନବୀନ ବାବୁ ନଜରବନ୍ଦୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ
ସମ୍ବଲପୁର: ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମ୍ବଲପୁରରେ ବିଜେପି ପାଇଁ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରୁଛନ୍ତି ରୋଡ୍ ସୋ। ସେ ରୋଡ୍ ସୋ’ ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଗିରିରାଜ ସିଂହ କହିଛନ୍ତି, … Read More