ଯଦି ପ୍ରଧାନମନ୍ତ୍ରୀ ଆସୁଛନ୍ତି, ତେବେ ବିହାର ପ୍ରତି କିଛି ଧ୍ୟାନ ଦିଅନ୍ତୁ

ପାଟନା: ମେ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଜେପି ଦ୍ୱାରା ସାରା ଦେଶରେ ଜନସମ୍ପର୍କ ଅଭିଯାନ ଚାଲିଛି। ଏଥିପାଇଁ ବିଜେପି ପକ୍ଷରୁ ଅନେକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ମାସରେ ବିହାର ଗସ୍ତରେ … Read More

ଅଧା ଦୁଇ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲାଣି

ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି। ୨୦ … Read More

ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ … Read More

ବାଂଲାଦେଶର ଦକ୍ଷିଣ ସୁର୍‌ମାରେ ଦୁର୍ଘଟଣା, ୧୩ ମୃତ

ବାଂଲାଦେଶର ଦକ୍ଷିଣ ସୁରମା ଉପଜିଲ୍ଲାର ନଜିର୍‌ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ସହ ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ପାଖାପାଖି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ମଧ୍ୟ ହୋଇଛନ୍ତି। ସିଲହଟ-ଢାକା ରାଜପଥରେ … Read More

ରକ୍ତରଞ୍ଜିତ ହେଲା ଲକ୍ଷ୍ନୌ କୋର୍ଟ ପରିସର, ବ୍ରହ୍ମଦତ୍ତ ଦ୍ୱିବେଦୀ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀଙ୍କୁ ଗୁଳି କରି ହତ୍ୟା

ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସିଛି। ଲକ୍ଷ୍ନୌ କୋର୍ଟରେ ସଞ୍ଜୀବ ଜୀଭା ନାମକ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଞ୍ଜୀବ ଜୀଭା ମାଫିଆ ମୁଖତାର୍‌ ଅନସାରୀଙ୍କ ଘନିଷ୍ଠ ଥିଲେ। ସେ ୟୁପିର ପୂର୍ବତନ ଶକ୍ତି ମନ୍ତ୍ରୀ ତଥା … Read More

ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା

ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା … Read More

କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ … Read More

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ସେ ଟ୍ୱିଟ୍ କରି ଲୋକଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି। ଜୁନ୍‌ ୩ରେ ସୋନୁ ଟ୍ରେନ୍ ଦୁର୍ଘଟଣାରେ … Read More

ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଧାନ, ହରଡ଼, ହରଡ଼ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷକାରେ ବସିଥିବା କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ … Read More

ଜେଲ୍‌ରେ ସ୍ୱାମୀଙ୍କ ମୁହଁ ଦେଖୁ ଦେଖୁ ଟଳିପଡ଼ିଲା ଗର୍ଭବତୀ ପତ୍ନୀ

ବିହାରର ଭାଗଲପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ହତ୍ୟା ଉଦ୍ୟମରେ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲା ପତ୍ନୀ। ସେଠି ଯେତେବେଳେ ସେ ସ୍ୱାମୀଙ୍କ ମୁହଁ ଦେଖିଥିଲା, ତ ବେହୋସ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ … Read More