ମୋଦୀଙ୍କ ଗସ୍ତବେଳେ ‘ଡ୍ରୋନ ଡିଲ୍’ ଚୂଡ଼ାନ୍ତ କରିବାକୁ ଚାହୁଁଛି ଆମେରିକା

ନୂଆଦିଲ୍ଲୀ: ୩୦ଟି ଲଢୁଆ ଡ୍ରୋନ କିଣିବାକୁ ଭାରତ ଗତ କିଛି ବର୍ଷ ହେଲା ଆମେରିକା ସହ ଆଲୋଚନା ଚଳାଇଛି । ଏସବୁ ଡ୍ରୋନ କିଣିବାକୁ ଭାରତ ଆଗ୍ରହୀ ଥିବାବେଳେ ଆମେରିକା ମଧ୍ୟ ବିକିବାକୁ ଆଗ୍ରହୀ ଅଛି । ଏହା ସତ୍ତ୍ବେ ଭାରତର … Read More

ବିବାହ ଭୋଜିରୁ ଫେରିବା ବେଳେ ବୁଡ଼ିଲା ବୋଟ୍‌, ଶହେରୁ ଊର୍ଦ୍ଧ୍ୱ ମୃତ

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆରେ ଗତ ସୋମବାର ଏକ ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ … Read More

ରାଜରାସ୍ତାରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ୍‌ କଲେ IAS-IPS ଅଫିସର, ଏବେ ହେଲେ ନିଲମ୍ବିତ

ଜୟପୁର : ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ … Read More

ଲୁଙ୍ଗି ଓ ନାଇଟୀ ପିନ୍ଧି ବୁଲିବା ଉପରେ ଲାଗିଲା କଟକଣା, ଲୋକଙ୍କ ଭିତରେ ଅସନ୍ତୋଷ

ନୋଏଡା : ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପାଇଁ ଡ୍ରେସ କୋଡ୍‌ର ବ୍ୟବସ୍ଥା କରିଛି ଗ୍ରେଟର ନୋଏଡା ସୋସାଇଟୀର ମାଲିକ ସଂଘ। ଗ୍ରେଟର ନୋଏଡା ଫେଜ ୨ରେ ଥିବା ହିମସାଗର ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଇଁ ଜାରି ହୋଇଥିବା ନୋଟିସରେ ଲୁଙ୍ଗି ଓ … Read More

ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ହତ୍ୟା କଲା ବ୍ରାଜିଲ ଯୁବକ, ଗିରଫ କଲା ପୁଲିସ୍

ଲଣ୍ଡନ : ଲଣ୍ଡନର ୱେମ୍ବଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଛାତ୍ରୀଙ୍କୁ ବ୍ରାଜିଲର ଜଣେ ଯୁବକ ଛୁରି ଭୁସି ହକ୍ୟା କରିଛି । ମୃତ ଭାରତୀୟ ଯୁବତୀଙ୍କ … Read More

ହ୍ବାଟ୍ସଆପରେ ମିଳିବ ଭିଡିଓ ମେସେଜ୍ ସୁବିଧା

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପରେ ଚାଟିଂ କରିବାର ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ହ୍ୱାଟସଆପ ଏକ ଆଶ୍ଚର୍ଯ୍ୟଜନକ ଫିଚର ଆଣିବାକୁ ଯାଉଛି । ଏହି ଫିଚରକୁ ୟୁଜର୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । … Read More

ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ରେଳ ଦେଶରେ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି । ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି ଏବଂ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ … Read More

କାଲି ସନ୍ଧ୍ୟା ବେଳେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ବିପର୍ଯ୍ୟୟ, ୪୫ ହଜାର ଲୋକ ସ୍ଥାନାନ୍ତର

ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ତଫଲ କରିବ। ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର … Read More

ବିପର୍ଯ୍ୟୟ ପରିଚାଳନା ପାଇଁ ୮ ହଜାର କୋଟି ଟଙ୍କାର ଯୋଜନା

ଗୋଟିଏ ପଟେ ବାତ୍ୟା ବିପର୍ଯ୍ୟୟ ବଳ ଗୋଟାଇ ସ୍ଥଳ ଭାଗକୁ ଆସୁଥିବା ବେଳେ ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନା ପାଇଁ ୩ଟି କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଜୁନ ୧୫ ତାରିଖରେ ଗୁଜରାଟରେ ସ୍ଥଳ ଭାଗ … Read More

‘ବିପର୍ଯ୍ୟୟ’ ବାତ୍ୟା ମଧ୍ୟରେ ସମୁଦ୍ର ଭିତରେ ଫସିରହିଥିବା ୫୦ ଜଣଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଥିବାବେଳେ ସମୁଦ୍ର ଭୀଷଣ ଆଶାନ୍ତ ରହିଛି । ଏପରି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତଟରକ୍ଷୀ ବାହିନୀ ବା କୋଷ୍ଟଗାର୍ଡ ଏକ ସାହସିକ ଅପରେସନ ଚଳାଇ ସମୁଦ୍ର … Read More