ଫୋନ୍‌ରେ ଅନ୍ୟ ବ୍ୟକ୍ତିଙ୍କ ସହିତ କଥା ହେଉଥିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ଫରିଦାବାଦ:  ହରିୟାଣାର ଫରିଦାବାଦସ୍ଥିତ ଏକ ହୋଟେଲ୍‌ରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ‘ହୋଟେଲ୍‌ ଲାଇମ୍‌ଷ୍ଟୋନ୍‌’ରେ ଘଟିଥିବା ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେକ୍ଟର୍‌ ୩୧ … Read More

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ଭୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ନିୟନ୍ତ୍ରଣ ରେଖା ନିକଟରେ ଜୁମାଗୁଣ୍ଡ … Read More

ବାତ୍ୟା ‘ବିପର୍ଯ୍ୟୟ’ଜନିତ ବନ୍ୟାରୁ ଛେଳିଙ୍କୁ ରକ୍ଷା କରିବାକୁ ଯାଇ ବାପପୁଅ ମୃତ

ଭାବନଗର: ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ପ୍ରବଳ ବର୍ଷା ହୋଇ ଆସିଥିବା ବନ୍ୟାଜଳରୁ ଛେଳିମାନଙ୍କୁ ରକ୍ଷା କରିବାକୁ ଯାଇ ଗୁରୁବାର ଦିନ ଗୁଜୁରାଟର ଭାବନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଗୁଜରାଟର … Read More

ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’: ୨ ମୃତ

ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ଗୁଜରାଟର ଲ୍ୟାଣ୍ଡଫଲ କରିଥିବା ବେଳେ ଏଥିଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ … Read More

ପ୍ରେମିକ ସଙ୍ଗେ ‘ବ୍ରେକ୍‌ଅପ୍‌’ ହେବାରୁ ହଷ୍ଟେଲ୍‌ରେ ଫାଶୀ ଲଗାଇ ମଲେ ‘ଏମ୍‌ବିବିଏସ୍‌’ ଛାତ୍ରୀ

ମୋଦିନଗର: ଗୁରୁବାର ଦିନ ଉତ୍ତର ପ୍ରଦେଶର ମୋଦିନଗରସ୍ଥିତ ଏକ ହଷ୍ଟେଲ୍‌ରେ ଜଣେ ‘ଏମ୍‌ବିବିଏସ୍‌’ ଛାତ୍ରୀ ‘ସିଲିଙ୍ଗ୍‌’ ଫ୍ୟାନ୍‌ରେ ଫାଶୀ ଲଗାଇ ମରିଥିବା କଥା ପୁଲିସ କହିଛି। ମୃତା ତୃତୀୟବାର୍ଷିକୀ ଡାକ୍ତରୀ ଛାତ୍ରୀ ହେଉଛନ୍ତି ୨୪ ବର୍ଷୀୟ ଦିବ୍ୟାଜ୍ୟୋତି। କନ୍ନୌଜ ଜିଲ୍ଲାରୁ ଆସି … Read More

ଇମ୍ଫାଲ୍‌ରେ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା

ଇମ୍ଫାଲ୍‌: ଗୁରୁବାର ବିଳମ୍ବିତ ରାତ୍ରରେ ମଣିପୁରର ଇମ୍ଫାଲ୍‌ରେ ପ୍ରାୟ ୧୦୦୦ରୁ  ଅଧିକ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ପକାଇଥିବା କଥା ସରକାରୀ ଅଧିକାରୀମନେ କହିଛନ୍ତି। ଇମ୍ଫାଲ୍‌ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କ‌ୋଙ୍ଗ୍‌ବାସ୍ଥିତ କେନ୍ଦ୍ର … Read More

ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୫ ବରିଷ୍ଠ ନାଗରିକ ମୃତ, ୧୦ ଆହତ

ମଣ୍ଟ୍ରିଆଲ୍‌: ଗୁରୁବାର ଦିନ କାନାଡାର ମାନିତୋବା ପ୍ରଦେଶରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌କୁ ଗୋଟାଏ ଟ୍ରଲର୍‌-ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୧୦ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। … Read More

ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିଆ କପ୍: ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଖେଳାଯିବ ୯ଟି ମ୍ୟାଚ୍

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ … Read More

କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଆଜି ନିଆଁ ଲାଗିଯାଇଛି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ … Read More

ସାଇରନ ବଜାଇ ୪୦୦ ଗାଡ଼ି ଧରି କଂଗ୍ରେସକୁ ଗଲେ ବିଜେପି ନେତା

ଭୋପାଲ : ମଧ୍ୟପ୍ରଦେଶରେ ଆଜି ଗୋଟିଏ ଅଜବ ଘଟଣା ଘଟିଛି। ବେଶ ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ … Read More