ସୋପିଆନରେ ୩ ଲଶ୍କର ଆତଙ୍କୀଙ୍କୁ ନିପାତ କଲା ସେନା
ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସେନାକୁ ବଡ଼ ସଫଳତା ମିଳିଛି। ଗୁଳିବିନିମୟ ସମୟରେ ଭାରତୀୟ ଯବାନମାନେ ଲଶ୍କର-ଏ-ତଇବା ସଂଗଠନତ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି। ସୋପିଆନର ଜମ୍ପାଥରି ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଛି। ପହଲଗାଓଁ ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ … Read More
