‘ବାଇଡେନ ପ୍ରଶାସନ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା’

ନ୍ୟୁୟର୍କ: ପୂର୍ବତନ ଫକ୍ସ ନ୍ୟୁଜ୍ ଆଙ୍କର ଏବଂ ବରିଷ୍ଠ ସାମ୍ବାଦିକ ଟକର କାର୍ଲସନ ତାଙ୍କ ପୋଡକାଷ୍ଟ “ଦି ଟକର କାର୍ଲସନ ଶୋ” ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଜୋ ବାଇଡେନ ପ୍ରଶାସନ ରୁଷ … Read More

ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ … Read More

ପରମାଣୁ ବୈଜ୍ଞାନିକମାନେ ସେଟ୍ କଲେ ପ୍ରଳୟର ସମୟ, ମଧ୍ୟରାତ୍ରିର ନିକଟତର ହେଲା ‘ଡୁମ୍ସଡେ କ୍ଲକ’

ନୂଆଦିଲ୍ଲୀ ୨୯/୦୧: ପରମାଣୁ ବୈଜ୍ଞାନିକ ତିଆରି କରିଥିଲେ ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଥିଲେ । ଯାହାକୁ ‘ଡୁମ୍ସଡେ କ୍ଲକ୍’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା … Read More

ସାଉଦି ଆରବରେ ସଡ଼କ ଦୁର୍ଘଟଣା: ୯ ଭାରତୀୟଙ୍କ ମୃତ୍ୟୁ

ଜେଦା: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣା ନେଇ ସମବେଦନା ଜଣାଇ ଜେଦାରେ ଥିବା ଭାରତୀୟ କନସୁଲେଟ୍ … Read More

ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦୀ

ପ୍ରୟ‌ାଗରାଜ: ବୁଧବାର ସକାଳେ ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ … Read More

ମହାକୁମ୍ଭରେ ମହାଅଘଟଣ: ଦଳାଚକଟାରେ ୧୦ ମୃତ ଆଶଙ୍କା, ଶତାଧିକ ଆହତ

ପ୍ରୟାଗରାଜ : ମହାକୁମ୍ଭରେ ଦଳାଚକଟା । ଅଧିକ ଭିଡ କାରଣରୁ ଦଳାଚକଟା । ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି … Read More

ଭାରତକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଚାପ ପକାଉଛନ୍ତି ଟ୍ରମ୍ପ

ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା କୁହାଯାଉଛି। ବୈଦେଶିକ ଗଣମାଧ୍ୟମ … Read More

ଫେବ୍ରୁଆରୀରେ ମୋଦି ଆସୁଛନ୍ତି ହ୍ବାଇଟ ହାଉସ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫେବ୍ରୁଆରୀରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ସୋମବାର ଭାରତର ପ୍ରଦାନମନ୍ତ୍ରୀ … Read More

ଉତ୍କର୍ଷ ଓଡ଼ିଶା କନକ୍ଲେଭ: “ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ” କହିଲେ ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।  ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି … Read More

ସରକାରୀ ପାଣ୍ଠିରେ ପୁନରୁଦ୍ଧାର ହେବ ରାଷ୍ଟ୍ରାୟତ୍ତ କମ୍ପାନୀ: ‘ପବନ ହଂସ’ରେ ପ୍ରାୟ ୨୩୦ ନିୟୁତ ଡଲାରରୁ ୩୫୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ ଯୋଜନା

ନୂଆଦିଲ୍ଲୀ: ଆଞ୍ଚଳିକ ଦଳ ସହଯୋଗରେ କ୍ଷମତାକୁ ଫେରିବା ପରେ ଚାପରେ ଥିବା ମୋଦୀ ସରକାର ଘରୋଇକରଣ ଛାଡ଼ି ଋଗ୍ଣ ସରକାରୀ ଉଦ୍ୟୋଗରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ୨୦୨୫ରେ ଗୋଟିଏ ମାସ ମଧ୍ୟରେ, କେନ୍ଦ୍ର ସରକାର ଦୁଇଟି ରାଷ୍ଟ୍ରାୟତ୍ତ ଫାର୍ମକୁ … Read More