ପଶ୍ଚିମବଙ୍ଗରେ ଭୋଟ ଗଣତି ପାଇଁ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷକ ଓ ୭୭ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟ ଗଣନା ପୂର୍ବରୁ ନିର୍ବାଚନ ଆୟୋଗ ଶନିବାର ରାଜ୍ୟରେ ଅତିରିକ୍ତ ୧୬୫ ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ୭୭ ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ପ୍ରତି ନିର୍ବାଚନମଣ୍ଡଳୀରେ ପୂର୍ବରୁ ନିୟୋଜିତ ୨୯୪ ଜଣ … Read More

ଛତିଶଗଡ଼ରେ ମାଓ ହିଂସା: ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି … Read More

ମମତାଙ୍କ ଦାବିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି … Read More

ଇରାନରେ ବୋମା ବିସ୍ଫୋରଣ: ୧୪ IRGC ସୈନିକ ମୃତ, ୨ ଆହତ

ନୂଆଦିଲ୍ଲୀ: ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର ଇସଲାମିକ୍ … Read More

ଭାରତ ସରକାରଙ୍କ ତରଫରୁ ଆଲର୍ଟ ମେସେଜ୍, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ହେଲା SACHET ଟେଷ୍ଟିଂ

ନୂଆଦିଲ୍ଲୀ : ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି ମେସେଜ … Read More

ପଶ୍ଚିମବଙ୍ଗର ୧୫ଟି ବୁଥରେ ରିପୋଲିଂ, ସନ୍ଧ୍ୟା ୫ ସୁଦ୍ଧା ୮୬.୯୦% ମତଦାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଏବଂ ମଗରହାଟ ପଶ୍ଚିମରେ ଥିବା ୧୫ ଟି ପୋଲିଂ ବୁଥରେ ଆଜି ପୁନଃ ମତଦାନ କରାଯାଉଛି। ଭୋଟ ଅନିୟମିତତାର ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିଲେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ … Read More

ଇରାନକୁ ଝଟକା ଦେବାକୁ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବେ ଟ୍ରମ୍ପ, ଦୀର୍ଘକାଳୀନ ଅବରୋଧ ଯୋଜନା

ୱାସିଂଟନ: ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ … Read More

ବାଂଲାଦେଶରେ ମହାମାରୀ ରୂପ ନେଲାଣି ମିଳିମିଳା: ଗଲାଣି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ

ଢ଼ାକା: ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀ ଗତି କରୁଛି। ମିଳିମିଳା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦ … Read More

ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ୧୦ ହଜାର ଜରିମାନା!

ନୂଆଦିଲ୍ଲୀ : ବଦଳିଲା ପାନ୍ କାର୍ଡ ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି, ତେବେ … Read More

ପତ୍ନୀଙ୍କୁ ମାରି ସିମେଣ୍ଟ ପ୍ଲାଷ୍ଟର କଲା ସ୍ୱାମୀ

ଗୁଜରାଟ : ସୁରଟର ଗୋଡାଦରା ଅଞ୍ଚଳରୁ ଚାଞ୍ଚଲ୍ୟକର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସହରକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଉପରେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଅଭିବନ ଉପାୟରେ ଲୁଚାଇ ରଖିଥିବା ଅଭିଯୋଗ … Read More