UPI ପ୍ରସଙ୍ଗ: MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NPCI ଏବଂ RBIକୁ ନୋଟିସ୍

ନୂଆଦିଲ୍ଲୀ: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ … Read More

ନେପାଳରେ ପୁଣି ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର … Read More

ଭୁଶୁଡ଼ିଲା ୩ ମହଲା କୋଠା; ଚାଲିଗଲା ୬ ଜୀବନ

ଅମ୍ବାଲା: ହରିଆଣାର ଅମ୍ବାଲା ସହର ନିକଟବର୍ତ୍ତୀ ଧୂଲକୋଟ ଗାଁରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ … Read More

ଶାହୀ ମସଜିଦ ଉଚ୍ଛେଦ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହି ମସଜିଦର ଏକ ଅଂଶ ଭାଙ୍ଗିବା ନେଇ ବ୍ୟାପକ ବିରୋଧ ଏବଂ ଉତ୍ତେଜନା ଦେଖାଦେଇଛି। ମୁସଲିମ ସମ୍ପ୍ରଦାୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ଭଙ୍ଗାକୁ ସମର୍ଥନ କରୁଛି ଏବଂ ଅନ୍ୟଟି ଏହାକୁ ବିରୋଧ କରୁଛି। … Read More

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ, ଚାରଧାମ ଯାତ୍ରା ସ୍ଥଗିତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ଚାରଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ରେଡ ଆଲର୍ଟ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ଚାରଧାମ ଯାତ୍ରାକୁ ଅସ୍ଥାୟୀ … Read More

ଦୁରୁପଯୋଗ ହେଲେ AI ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ, ଚେତାବନୀ ଦେଲେ ବିଲ ଗେଟ୍ସ

ନୂଆଦିଲ୍ଲୀ :  ନିୟନ୍ତ୍ରଣରେ ନରଖିଲେ AI ନେବ କୋଟି କୋଟି ଲୋକଙ୍କ ଜୀବନ ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ବଡ଼ ଚେତାବନୀ ।  AI ଏବେ ବେଶ ଶକ୍ତିଶାଳୀ ହୋଇସାରିଛି ।  ଏହାର ଦୁରୁପଯୋଗ ହେଲେ … Read More

ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି, ୪ ମୃତ ଓ ୫ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ୟବତମାଳ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମହାରାଷ୍ଟ୍ରର ୟବତମାଳ ଜିଲ୍ଲାର … Read More

ନେପାଳର ପୂର୍ବତନ ଚିଫ୍ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଗିରଫ

କାଠମାଣ୍ଡୁ : ନେପାଳର ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଜଙ୍ଗ ବାହାଦୂର ରାଣାଙ୍କୁ ପୋଲିସ ଗିରଫ କରିଛି । କାଠମାଣ୍ଡୁ କ୍ରାଇମବ୍ରାଞ୍ଚର ଟିମ୍ ରବିବାର ସକାଳ ମହାରାଜଗଂଜ ସ୍ଥିତ ଆବାସରୁ ତାଙ୍କୁ ଗିରଫ କରିଛି । ପୂର୍ବତନ ମୁଖ୍ୟ ବିଚାରପତି … Read More

ପାକିସ୍ତାନରେ ପୁଣି ବିସ୍ଫୋରଣ, ୧୩ ମୃତ ଓ ୩୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଳୀ: ପାକିସ୍ତାନରେ ପୁଣି ବଡ଼ ଧରଣର ବିସ୍ଫୋରଣ ହୋଇଛି । ଖାଇବର ପଖତୁନଖ୍ୱାର ଡେରା ଇସ୍ମାଇଲ ଖାନ ଅଞ୍ଚଳରେ ଏକ ପୋଲିସ ଚେକ୍ ପୋଷ୍ଟକୁ ଟାର୍ଗେଟ କରି ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅତି … Read More

ଦକ୍ଷିଣଆଫ୍ରିକାରେ ଗୁଳିକାଣ୍ଡ, ୨୭ ମୃତ, ୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର … Read More