ଚିକିତ୍ସା ଅବହେଳାରୁ ପିଲାର ମୃତ୍ୟୁ, ଡାକ୍ତରଖାନା ଆଗରେ ମୃତଦେହ ରଖି ମା’ର ପ୍ରତିବାଦ
ଭୁବନେଶ୍ବର: ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ … Read More
