ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି, … Read More
