ସମିତି ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ: ସମିତି ସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ । ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଝୁମ୍ପୁଡିଆ ଗାଁର ସମିତି ସଭ୍ୟ ୩୮ ବର୍ଷୀୟ ରବିନାରାୟଣ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ। ଜାଣିଶୁଣି ତାଙ୍କର ସମ୍ପର୍କୀୟଙ୍କ ପରିବାର ଲୋକେ ରବିଙ୍କୁ ମାରି ଦେଇ … Read More

ରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ନୂଆପଡ଼ା: ରାସ୍ତା ଉପରେ ବୁଲୁଛି କଲରାପତରିଆ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜାମଗାଁ ସୁନାବେଡ଼ା ମୂଖ୍ୟ ରାସ୍ତାରେ କଲରାପତରିଆ ବୁଲୁଛି ବାଘ । ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। କିଛି ଯୁବକ ଜାମଗାଁରୁ ସୁନାବେଡ଼ାକୁ ଚାରିଚକିଆ … Read More

ହାତୀ ଆକ୍ରମଣରେ ଯୁବକ ମୃତ

ପାଟଣା : ପାଟଣା ବନାଞ୍ଚଳ ତଥା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ରାମଚନ୍ଦ୍ରପୁର ନିକଟରେ ଥିବା ହାତୀ ପଲଙ୍କ ମଧ୍ୟରୁ ୨ଟି ଦନ୍ତା ହାତୀ ଗତକାଲି ଅପରାହ୍ନ ୩ଟା ସମୟରେ ଦଳରୁ ବାହାରି ପାଖରେ ଥିବା ବୋଇତାଳୁ ଚାଷ ଜମିରେ … Read More

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

ଭୁବନେଶ୍ୱର: ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ। ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ … Read More

ଏଣିକି ଥାନାରେ ଇଭି ଗାଡି ଚାର୍ଜିଂ କରିପାରିବେନି ପୋଲିସ ବାବୁ

ଭୁବନେଶ୍ୱର: ପୋଲିସ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ। ଏଣିକି ଥାନାରେ ଇଭି ଗାଡି ଚାର୍ଜିଂ କରିପାରିବେ ନାହିଁ। ଥାନାରେ ବିଦ୍ୟୁତ ବ୍ୟବହାର ଉପରେ ଲାଗିଲା କଟକଣା। ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି … Read More

OUAT ପିଜି ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଉଚ୍ଚଶିକ୍ଷା ଓ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ … Read More

କନ୍ୟା ସନ୍ତାନ ଜନ୍ମ ହାର ବୃଦ୍ଧି ପାଇଁ ବଡ଼ ପଦକ୍ଷେପ: ୫ ପଛୁଆ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ

ଭୁବନେଶ୍ୱର: ଜନ୍ମ ସମୟରେ ଶିଶୁ କନ୍ୟା ଏବଂ ପୁତ୍ର ଅନୁପାତ (ସେକ୍ସ ରେସିଓ ଆଟ୍ ବର୍ଥ)ରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତି ୧୦୦୦ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନଙ୍କ ସଂଖ୍ୟା … Read More

୧.୨ କୋଟିର କୋଡିନ୍-ଭିତ୍ତିକ କଫ୍ ସିରଫ ଜବତ, ୨ ଗିରଫ

ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ … Read More

ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଶ୍ରାବଣରେ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ। ଦୀର୍ଘ ୯ ଘଣ୍ଟା ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭବିକ ହେଲା ନୀତିକାନ୍ତି। ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭବିକ ହେବା ନେଇ ଭୁବନେଶ୍ବର … Read More

ଓଡ଼ିଶାରେ ମହାମହିମ, ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ

ଭୁବନେଶ୍ବର : ଓଡ଼ିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ ।  କଟକ ବାଆଁରାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ କରିବେ ବ୍ରହ୍ମପୁର ଗସ୍ତ । ରାଷ୍ଟ୍ରପତିଙ୍କ ଟ୍ରେନ ବ୍ରହ୍ମପୁର ଷ୍ଟେସନର ୪ ନଂ ପ୍ଲାଟଫର୍ମରେ … Read More