ମହାକୁମ୍ଭ ମେଳା ପାଇଁ ସ୍ବତନ୍ତ୍ର ବସ୍ ସେବା, ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ବସ୍

ପୁରୀ ୧୧।୧: ମହାକୁମ୍ଭ ମେଳା ୨୦୨୫ ପାଇଁ ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀରୁ ଅଯୋଧ୍ୟା ଗଡିବ ସ୍ବତନ୍ତ୍ର ବସ୍ । ରବିବାର ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ସ୍ବତନ୍ତ୍ର ବସ୍ … Read More

କୋର୍ଟରେ ଚାକିରି କରାଇଦବାକୁ କହି ୨୦ଜଣଙ୍କୁ ଚୂନ ଲଗାଇଲେ ସ୍ବାମୀ-ସ୍ତ୍ରୀ

ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଠକି ନେଇଥିଲେ ୨୦ ଲକ୍ଷରୁ ଅଧିକ ଟଙ୍କା। 420 ଦମ୍ପତିଙ୍କ ମାୟା ଜାଲରେ ଫସିଛନ୍ତି ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ। ଏ … Read More

ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର ଖୁବଶୀଘ୍ର ‘ପ୍ରବାସୀ ଓଡ଼ିଆ ନୀତି’ ପ୍ରଣୟନ କରିବେ । ପ୍ରବାସୀ ଓନିଆଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିବେ, ଯିଏ … Read More

ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାଁ ବାଦ୍ ହୋଇଥିଲେ ହେବ ପୁନଃସାମିଲ, ୮ ହଜାରରୁ ଅଧିକ ଆବେଦନକାରୀ ସାମିଲ

ଭୁବନେଶ୍ବର ୧୧।୧: ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ … Read More

ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍‌ ଜବତ, ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର : ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ଫୁଟିଥିଲେ ଲୋକେ ମୃତାହତ ହେବା ନିଶ୍ଚିତ ଥିଲା। ମାତ୍ର ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ତ ବୋମାକୁ ନିଷ୍କ୍ରିୟ … Read More

‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’

କଟକ: ରାଗିଂ ଅଭିଯୋଗ ମାମଲାରେ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ । ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ … Read More

୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!

ଭୁବନେଶ୍ବର : ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ସାମାନ୍ୟ ବ୍ରେକ୍‌ ପରେ ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏଥିସହ ଘନ କୁହୁଡି ମଧ୍ୟ ରାଜ୍ୟବାସୀଙ୍କୁ କଲବଲ କରିବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ … Read More

‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’

ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲରେ ହେଉ କି ଅନ୍ୟ କେଉଁ କାରଣରୁ ହେଉ, OPT OUT ହୋଇଥିବା ହିତାଧିକାରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା। OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ … Read More

ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କୁ ନୋଟିସ୍‌ ଦେଇ ଛାଡ଼ିଦେଲା ଛତିଶଗଡ଼ ପୁଲିସ

ଝାରସୁଗୁଡ଼ା: ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରାଇପାଲି, ଭଅଁରପୁର ଓ ସଙ୍କରା ଥାନାରେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ଓ ତାଙ୍କ ସମର୍ଥକମାନଙ୍କୁ ପୁଲିସ ଆଜି ଅପରାହ୍‌ଣରେ ଛାଡ଼ିଦେଇଛି। ସେଠାକାର ପୁଲିସ … Read More

ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଲେ ମହାମହିମ

ଭୁବନେଶ୍ବର : ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଆଜି ଶେଷ ଦିନ । ଉଦଯାପନୀ ଉତ୍ସବରେ ସାମିଲ ହେଲେ ହୋଇ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏହାପୂର୍ବରୁ ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଥିଲେ ମହାମହିମ … Read More