ବନ୍ଧୁକ ଭୁଜାଲି ଦେଖାଇ ଲୁଟି ନେଲେ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର
ସୁନ୍ଦରଗଡ଼ : ସୁନା ,ଟଙ୍କା ଲୁଟି ନେଲେ ଲୁଟେରା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବସୁନ୍ଧରା ବରପାଲିରେ ଘଟିଛି ବଡ ଧରଣର ଲୁଟ । ନିଖିଲ ଅଗ୍ରୱାଲଙ୍କ ଘରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ସହ ଦୁଇ ଲକ୍ଷ ଟଙ୍କା … Read More
