୫ ମାସ ହେଲା ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ଜଗୁଛନ୍ତି ପାଚିକା
ପୁରୀ : ବିନା ଶିକ୍ଷକରେ ସ୍କୁଲ । ୫ ମାସ ହେଲାଣି ନାହାନ୍ତି ଶିକ୍ଷକ । ପିଲାଙ୍କୁ ଜଗୁଛନ୍ତି ପାଚିକା । ସବୁଦିନ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଘରକୁ ପଳାଉଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି … Read More
