ଲଗାଣ ବର୍ଷାରେ ରାସ୍ତା ଉପରେ ଲହଡ଼ି ମାରୁଛି ପାଣି

ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୟଙ୍କର ହେଉଛ ନଈ । ପୁଣି ଡରାଇଲାଣି ବୈତରଣୀ, ବୁଢ଼ାବଳଙ୍ଗ, ବ୍ରାହ୍ଣଣୀ ଓ ଜଳକା। ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଙ୍କେତ ଆଡ଼କୁ ଅଗ୍ରସର ହେଉଛି । ଲଗାଣ ବର୍ଷା … Read More

ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଅନ୍ତରୀଣ ଡିଜିପି

ଭୁବନେଶ୍ୱର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା … Read More

୪ ଦିନ ତଳେ ବନ୍ୟା ପାଣିରେ ଭାସିଯାଇଥିବା ନିଖୋଜ ଗଣେଶଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଗେଙ୍ଗୁଟି ନଦୀର ବନ୍ୟାଜଳ ସ୍ରୋତରେ ଭାସିଯାଇ ଗତ ଶୁକ୍ରବାରଠାରୁ ନିଖୋଜ ଥିବା ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହି ଗ୍ରାମର ଗଣେଶ ଯେନା (୫୦)ଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ଗଣେଶ ନିଖୋଜ ହେବା ପରେ ଗତ ୪ … Read More

ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପ୍ରକୋପ: ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ଅବପାତ ରୂପ ନେବ ଲଘୁଚାପ। ୨୦ ଯାଏ ଭୀଷଣ ବର୍ଷିବ। ଆଉ ୨୬ ବେଳକୁ ଚତୁର୍ଥ ଲଘୁଚାପ ସମ୍ଭାବନା ରହିଛି। ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ … Read More

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଚାଲିଗଲା ଆଈ-ନାତିଙ୍କ ଜୀବନ

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର … Read More

ବାରିପଦାରେ ଟ୍ରାକ୍ ଧସିବାରୁ ଏକାଧିକ ଟ୍ରେନ୍ ବାତିଲ

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ … Read More

ହୀରାକୁଦରେ ବଢୁଛି ବନ୍ୟାଜଳ ପରିମାଣ, ଖୋଲିଲା ଆଉ ୫ଟି ଗେଟ୍‌

ବୁର୍ଲା : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ … Read More

ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଆଶିଷ ନେଲେ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଓଡ଼ିଶାର ନୂଆ ଅତିରିକ୍ତ ପୋଲିସ ମୁଖ୍ୟ ବିନୟତୋଷ ମିଶ୍ର। ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ ପରେ ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଏବଂ ପର୍ବ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ନୂଆ … Read More

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷା, ୪୨୬୦୦ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍ । ବାଲେଶ୍ଵର ଜିଲ୍ଲାର ୧୨ ଟି ବ୍ଲକ୍ ମଧ୍ୟରୁ ଭୋଗରାଇ , ଜଳେଶ୍ୱର, ବାଲିଆପାଳ, ବସ୍ତା,ସଦର,ରେମୁଣା ଓ ବାହାନଗା ବ୍ଲକ୍ ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୯୬ଟି ପଞ୍ଚାୟତ … Read More

ପୁରୁଣା ପେନସନ ଲାଗୁ ଦାବି ନେଇ ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର : ବର୍ଷାରେ ଭିଜି ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଗଣଧାରଣା। ଏକାଧିକ ଦାବି ନେଇ ଧାରଣାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି । ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଆଜି ଭୁବନେଶ୍ୱର … Read More