ଲାଞ୍ଚ ନେଇ ଧରା ହେଲେ CDPO, ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ବର : ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ବର ପୌରପାଳିକା ତଥା ସଦର ବ୍ଲକ୍ ଦାୟିତ୍ୱରେ ଥିବା ସି. ଡି.ପି.ଓ ମଧୁସ୍ମିତା ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଅଭିଯୋଗ ଅନୁଯାୟୀ ରେମୁଣା ଅଞ୍ଚଳର ରାମଚନ୍ଦ୍ର ନାୟକ … Read More
