ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର, ରାତି ୧୨ଟା ସୁଦ୍ଧା ପୀକ୍ ଫ୍ଲଡ୍ ସମ୍ଭାବନା

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହିରୁ ସାଢ଼େ ୬ ହଜାର କ୍ୟୁସେକ୍ ପାଣି ଆସିଛି । ଆଜି ରାତି ୧୨ଟା ସୁଦ୍ଧା ସୁବର୍ଣ୍ଣରେଖାରେ ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା ରହିଛି ବୋଲି ଦିଲୀପ କୁମାର ରାଉତ ସର୍ବୋଚ୍ଚ ଯନ୍ତ୍ରୀ … Read More

ରାକ୍ଷି ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ଦୂର, ୨୭ରେ ରକ୍ଷା ବନ୍ଧନ ପାଳନ

ପୁରୀ : ପବିତ୍ର ରାଖି ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ । ଆସନ୍ତା ୨୭ ତାରିଖ ସକାଳ ୯ଟା ୭ଟାରୁ ପୂର୍ଣ୍ଣିମା ତିଥି ଲାଗୁଥିବା ବେଳେ ଜନସାଧାରଣ ରକ୍ଷା ବନ୍ଧନ କାର୍ଯ୍ୟ କରି ପାରିବେ । ୨୭ ତାରିଖ ସକାଳ … Read More

ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ୧୫ ଦିନ ଛୁଟି ଘୋଷଣା

ବେଗୁନିଆ : ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି । ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ । ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ … Read More

ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୨ ଗେଟ୍

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ୧୭ ଗେଟ୍ ଖୋଲା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ପୂର୍ବରୁ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁଁ ଆଉ ୨ଟି ଗେଟ୍ ଖୋଲାଯାଇଛି … Read More

ବନ୍ୟା ଘେରରେ ଫସିଥିବା ଆଶ୍ରମ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ପଟ୍ଟାମୁଣ୍ଡାଇ:ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ୪ ଦିନ ଧରି ଜଳବନ୍ଦୀ ଥିଲେ । ଆଜି ଆଶ୍ରମ … Read More

MMDR ବିଲକୁ ନବୀନଙ୍କ ବିରୋଧ: ରାଜ୍ୟର ଅର୍ଥନୀତିକୁ ବିପଦକୁ ଠେଲିଦେବ, କେନ୍ଦ୍ରର ଦୟା ଉପରେ ନିର୍ଭର କରିବ ଓଡିଶା

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ … Read More

ପୋଲିସ-ଅନଲାଇନ ଗାଡ଼ି ଚାଳକ ମୁହାଁମୁହିଁ, ଆମ ବସ୍ ଭଙ୍ଗିଲେ, ପୋଲିସକୁ ଟେକା ପଥର ମାରିଲେ

ଭୁବନେଶ୍ୱର :  ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ। ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ ହୋଇଛନ୍ତି । ରାସ୍ତା ଉପରେ ଗାଡ଼ି ରଖି ଡ୍ରାଇଭର ମାନେ ରାସ୍ତାରୋକ କରିଛନ୍ତି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ପୋଲିସ-ଅନଲାଇନ ଗାଡ଼ିଚାଳକ ଧସ୍ତାଧସ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସର … Read More

୨୩ରେ ଆଉ ଏକ ଲଘୁଚାପ; ୩ ଦିନ ବିରତି ପରେ ପୁଣି ବଢ଼ିବ ବର୍ଷା

ଭୁବନେଶ୍ବର: ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଗତି କରିବ। ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ … Read More

ରକ୍ତଭଣ୍ଡାର ବନ୍ଦ, ରକ୍ତ ନ ପାଇ ଆଖିବୁଜିଲେ ଦିବ୍ୟାଙ୍ଗ !

​ରେଢ଼ାଖୋଲ: ରକ୍ତଭଣ୍ଡାର ବନ୍ଦ ଯୋଗୁଁ ଅକାଳରେ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ରେଢ଼ାଖୋଲ ରକ୍ତଭଣ୍ଡାର ବନ୍ଦ ଥିବାରୁ ଏହି ଅଘଟଣ ଘଟିଛି। ମୃତକ ହେଲେ, ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତ ରେଙ୍ଗାଲି ଗ୍ରାମର ଦିବ୍ୟାଙ୍ଗ ମନୋଜ … Read More

ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ଆଜାଦ ନିର୍ଦ୍ଦୋଷ ସାବ୍ୟସ୍ତ, ୧୫ ବର୍ଷ ପରେ ଜେଲରୁ ମୁକୁଳିଲେ

ଭୁବନେଶ୍ୱର : ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ମାଓବାଦୀ ନେତା ଆଜାଦ ନିର୍ଦ୍ଦୋଷରେ ଖଲାସ । ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ଚାରି ସହଯୋଗୀଙ୍କ ହତ୍ୟା ମାମଲାରେ ମାଓବାଦୀ ନେତା ଡି. କେଶବ ରାଓ ଓରଫ ଆଜାଦ … Read More