ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସରକାରୀ ସ୍ତରରେ ପ୍ରକାଶିତ ନୂତନ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର କିଛି ଅଭିଜ୍ଞ ତଥା ବରିଷ୍ଠ ପୋଲିସ … Read More

୨୭ ଯାଏ ପ୍ରବଳ ବର୍ଷିବ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର  : ସପ୍ତାହେ ପ୍ରବଳ ବର୍ଷିବ । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । … Read More

ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବଢ଼ିଲା, ଉପକୃତ ହେବେ ୨୫୦୦ କର୍ମଚାରୀ

ଭୁବନେଶ୍ୱର : ରାଜ୍ୟ ସରକାର ଜେଲ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ବାର୍ଷିକ ୟୁନିଫର୍ମ ଭତ୍ତା ଦୁଇ ଗୁଣ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ, … Read More

୩ ଦିନ ହେଲା ଘରେ ପଡ଼ି ରହିଛି ବୃଦ୍ଧାଙ୍କ ମୃତଦେହ, ଜଗି ରହିଛି ବୋହୂ

ରାଜନଗର: ମୃତଦେହକୁ ଅସମ୍ମାନ । ତିନିଦିନ ହେବ ପଡି ରହିଛି ମୃତଦେହ। ହୋଇ ପାରୁନି ଶବ ସତ୍କାର । ବୃଦ୍ଧାଙ୍କ ମୃତଦେହକୁ ଜଗିରହିଛି ବୋହୂ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଅଭାବନୀୟ ଘଟଣା । ଜ୍ଞାତି … Read More

ଭୁବନେଶ୍ୱର ଷ୍ଟେସନରେ ଯୁବକକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ଵର : ରାଜଧାନୀର ହାଇ ସିକ୍ୟୁରିଟି ଜୋନରେ ଉନ୍ମତ୍ତକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ । ଭୁବନେଶ୍ବର ରେଳ ଷ୍ଟେସନ ଭିତରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଏକ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକକୁ ନିସ୍ତୁକ ପିଟୁଛନ୍ତି ଯୁବକ । କିଛି … Read More

ସୁବର୍ଣ୍ଣରେଖାରେ କମୁଛି ବନ୍ୟା ପାଣି, ତଥାପି ଟଳିନି ବିପଦ

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ କମୁଛି ପାଣି, ହେଲେ ଟଳିନି ବନ୍ୟା ବିପଦ । ବାଲେଶ୍ୱର ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୮୦ ମିଟର … Read More

ଗାଁ ନିକଟରେ ଡେରା ଜମାଇଛନ୍ତି ୧୫ ଟିକିଆ ହାତୀ ପଲ, ଆତଙ୍କିତ ସରଧାପୁରବାସୀ

ଅନୁଗୋଳ: ଅନୁଗୋଳ ବ୍ଲକ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆତଙ୍କ ତୀବ୍ର ରୂପ ନେଇଛି। ଗ୍ରାମ ନିକଟରେ ୧୫ ଟିକିଆ ହାତୀ ପଲ ଡେରା ଜମାଇବା ସହ ସିଧାସଳଖ ଗାଁ ଭିତରକୁ ପଶିଆସୁଥ‌ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ … Read More

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ତ : ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର

ଦେବଗଡ଼:ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଛୁରାମାଡ। ଏଭଳି ଜଘନ୍ୟ ହତ୍ୟାକାଣ୍ତ ଘଟିଛି, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡ଼ା ଗ୍ରାମରେ। ଛୁରାମାଡରେ ପୁଅ ଟିକେଶ୍ଵର ସାହୁ ଆହାତ ହୋଇଥିବା ବେଳେ  ତାଙ୍କ ବାପା ଗୌତମ ସାହୁଙ୍କ … Read More

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପାରାଦୀପ ବନ୍ଦର ଗସ୍ତ, ୪୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ

ପାରାଦୀପ: ଆଜି ପାରାଦୀପ ବନ୍ଦରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଶୁକ୍ରବାର ଦିନ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦର ଗସ୍ତରେ ଆସି ୪୨୭.୮୦ କୋଟି … Read More

ବନ୍ଦ ହେଲା ହୀରାକୁଦର ୬ଟି ସ୍ଲୁଇସ ଗେଟ୍‌,୧୧ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ … Read More