ତାଲିମ୍ ଆଳରେ ଅଢ଼େଇ କୋଟିର ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନିଂ ଆଳରେ ଅଢ଼େଇ କୋଟି ଚଳୁ । ଦେଢ଼ ବର୍ଷ ପରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଫେରାର । ଟ୍ରେଡିଂରେ ଟଙ୍କା ନିବେଶ କରାଇବା ନାଁରେ ଅଢ଼େଇ କୋଟି ଟଙ୍କାର ଚଳୁ ଅଭିଯୋଗ । ଟ୍ରେନିଂ … Read More

ଆମ୍ବୁଲାନ୍ସ ନ ଆସିବାରୁ ମେଡିକାଲରେ ଭଙ୍ଗାରୁଜା; ୩ ଗିରଫ

ବିନିକା : ଆମ୍ବୁଲାନ୍ସ ଆସିବାରେ ବିଳମ୍ବକୁ ନେଇ ମେଡିକାଲରେ ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି … Read More

ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଚାଞ୍ଚଲ୍ୟ । ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିବାକୁ ଉଦ୍ୟମ କରିବା ପରେ ସେ ଗୁରୁତର ଅଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଜାମଦାପାଳ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। … Read More

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ୧୯୬୭ରୁ ୧୯୯୦ … Read More

ପାଲଲହଡ଼ାରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ ଆତଙ୍କ: ଦୁଇ ଦିନରେ ୧୯ ଆକ୍ରାନ୍ତ ଚିହ୍ନଟ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ … Read More

୨୦ ହଜାର ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଜଣେ ASI ମଦନ ମୋହନ ପ୍ରଧାନଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କ ସହିତ ଜଣେ ଭୋଜନାଳୟ ମାଲିକଙ୍କଠାରୁ ୨୦,୦୦୦ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଅଭିଯୋଗ … Read More

କେବିକେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୧୩୦ କୋଟି, ପ୍ରକଳ୍ପ ପ୍ରସ୍ତାବ ଦାଖଲ ପାଇଁ ବିଭିନ୍ନ ବିଭାଗକୁ ଚିଠି

ଭୁବନେଶ୍ୱର: କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭିତ୍ତିଭୂମି ବିକାଶ ପାଣ୍ଠି (ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡ-ଆଇଡିଏଫ୍‌)ରେ ୧୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା, ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ … Read More

ଦନ୍ତ ଚିକିତ୍ସକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବ ମାସିକ ୨୦,୦୦୦ ଟଙ୍କାର ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ ଘୋଷଣା କରାଯାଇଛି।ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ, ଏନଏମସି ଦ୍ୱାରା ସ୍ୱୀକୃତ ମେଡିକାଲ … Read More

DGP-IGP ସମ୍ମିଳନୀରେ ପୋଲିସକୁ ୧୦ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, ଅପରାଧ ପ୍ରତି ଜିରୋ ଟଲରାନ୍ସ

ଭୁବନେଶ୍ୱର : DGP-IGP ସମ୍ମିଳନୀ। ଫୋକସ୍ ରେ ଆଇନଶୃଙ୍ଖଳା । ଆଇନଶୃଙ୍ଖଳାରୁ ସାଇବର ଅପରାଧ, ମାଓ ଦମନ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି ।  ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ DGP-IGP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ … Read More

ଏଣିକି ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବ୍ୟବସ୍ଥାରେ ଆସିଲା ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇଥିଲେ, ସେହି ମାର୍କକୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରଖାଯିବ। ତେବେ ତିନି ବର୍ଷ ମଧ୍ୟରେ … Read More