ଯୁବକଙ୍କୁ ନିର୍ମମ ହତ୍ୟା ! ଡ୍ରେନରୁ ମୃତଦେହ ଉଦ୍ଧାର

ରାଉରକେଲା: ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ଯୁବକଙ୍କ … Read More

୪ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ … Read More

୧୩ରେ ଲଘୁଚାପ, ୧୦ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପ୍ରକୋପ !

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। … Read More

ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ନମିଳିଲେ ପାଠପଢା ବନ୍ଦ ଚେତାବନୀ

କେନ୍ଦ୍ରାପଡ଼ା: ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ସହ ଅସଦାଚରଣ । କେନ୍ଦ୍ରାପଡ଼ା ସଦର ଥାନା କଂସାର-ସାହସପୁର ନୋଡାଲ ହାଇସ୍କୁଲରୁ ଆସିଛି ଏପରି ଅଭିଯୋଗ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ଶିକ୍ଷକ ସଂଘ ସଦର ଥାନାରେ ଅଭିଯୋଗ କରିଛନ୍ତି … Read More

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ସ୍କୁଲ ଯିବା ବେଳେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା

ଭୁବନେଶ୍ୱର : ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା … Read More

ଷ୍ଟେସନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, କର୍ମଚାରୀ ଗିରଫ

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ ଗିରଫ … Read More

ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଶାସନିକ ସେବାର ୧୪ ଅଧିକାରୀଙ୍କୁ IAS ପଦୋନ୍ନତି

ଭୁବନେଶ୍ୱର : ୧୪ OAS ଅଧିକାରୀଙ୍କୁ IAS ପଦୋନ୍ନତି । ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ IASକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ-DoPT ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫ ସିଲେକ୍ଟ … Read More

ଏକା ଦିନେ ଓପିଏସ୍‌ସିର ଦୁଇଟି ପରୀକ୍ଷା ; ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍‌ (ଓଏଇଏସ୍‌)ର ସହକାରୀ ଏଗ୍ରିକଲଚର୍‌ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି। … Read More

ଗଛରେ ପିଟି ହେଲା ବସ୍: ଡ୍ରାଇଭର ମୃତ, ୨୫ ଗୁରୁତର

ନୟାଗଡ : ଗଛରେ ପିଟି ହେଲା ବସ୍ । ବାଉଅଁଶିଆପଡା ନିକଟରେ ଗଛରେ ପିଟିଲା ଏକ ଘରୋଇ ବସ୍ । ବସ୍ ଭୂବନେଶ୍ବରରୁ ନୟାଗଡ ଆସୁଥିଲା । ଜଣେ ମୃତ  ୨୫ରୁ ଅଧିକ ଗୁରୁତର  । ସମସ୍ତ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି  … Read More

ଏଫସିଆଇ ଉଠାଉନି ଚାଉଳ, ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ

ଭୁବନେଶ୍ୱର : ଏଫସିଆଇ ଚାଉଳ ଉଠାଉନଥିବାରୁ ରାଜ୍ୟ ଯୋଗାଣ ନିଗମର ୪୭ ତମ ବାର୍ଷିକ ଉତ୍ସବରେ ଭାରତୀୟ ଖାଦ୍ୟ ନିଗମ ମହାପ୍ରବନ୍ଧକଙ୍କ ଆଗରେ କ୍ଷୋଭ ବ୍ୟକ୍ତ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଥିଲେ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଏଫସିଆଇ ଟାର୍ଗେଟ … Read More