ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ପାଠ୍ୟକ୍ରମ । ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ୨ ପାଠ୍ୟକ୍ରମ । ୧୮ ବର୍ଷ ଯାଏ ମୁକ୍ତ ବିଦ୍ୟାଳୟରେ ମିଳିବ … Read More

ପୁଣି ଉପରମୁହାଁ ପିଆଜ ଦର, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ … Read More

ଛାତ୍ରାବାସରେ ରାଗିଂ, ଷଷ୍ଠ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ

ରାୟଗଡ଼ା: ରାୟଗଡ଼ାରେ ପୁଣି ଛାତ୍ରାବାସରେ ରାଗିଂ । ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ରାୟଗଡା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ଯାଳୟରେ ଘଟିଛି ଘଟଣା । ଭିଡିଓ ଭାଇରାଲ ପରେ ଛାତ୍ରଙ୍କ ପରିବାରକୁ … Read More

ପାରାଦୀପ ବନ୍ଦରରେ ପ୍ରଥମଥର ଲାଗିଲା ବିଶାଳ Capesize ଜାହାଜ

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ରେକର୍ଡ । ପାରାଦୀପ ବନ୍ଦରରେ Capesize ଜାହାଜ । ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ Capesize … Read More

ବୁଝିଲାନି ମନ, ସର୍ପାଘାତରେ ମୃତ ପୁଅର ଚିକିତ୍ସା ପାଇଁ ମୃତଦେହକୁ ଧରି ୪ଶହ କିଲୋମିଟର ଆସିଲା ମା’

ଖଇରା : ମାଆ ଯାଇଥିଲା ଏକମାତ୍ର ପୁଅ ଓ ଝିଅକୁ ନେଇ ଭାଇ ହାତରେ ରାଖି ବାନ୍ଧିବା ପାଇଁ। ହସଖୁସିରେ ବାପ ଘରେ କଟି ଥିଲା ସମୟ ହେଲେ ଗତକାଲି ରାତିରେ ଘଟିଥିଲା ଅଘଟଣ ସାପ କାମୁଡାରେ ଚାଲି ଯାଇଥିଲା ପୁଅର … Read More

ଟ୍ରେନ୍ ଧକ୍କାରେ ଚାଲିଗଲା ବାପା ଓ ପୁଅର ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ନାଉବାହାଳିଠାରେ ଟ୍ରେନ୍ ଧକ୍କାରେ ବାପା ଓ ଦେଢ଼ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତକ ହେଲେ ଦେଉଳକଣ ପଞ୍ଚାୟତ ନୟା ବଗପାଟିଆ ଗ୍ରାମର ବିଶୁ ପେଣ୍ଠଇ … Read More

କେବେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ ? ୩ ଥର ଘୁଞ୍ଚିଲାଣି ତାରିଖ, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ୱର :  ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ? ତିନି ଥର ତାରିଖ ଘୁଞ୍ଚିବା ପରେ ଏବେ ଉଠିଛି ପ୍ରଶ୍ନ । ସରକାର ସଠିକ ସମୟରେ ନିର୍ବାଚନ କରାନ୍ତୁ । ନିର୍ବାଚନ  ପାଇଂ ବିଜେଡି ସବୁବେଳେ ପ୍ରସ୍ତୁତ । … Read More

ଦୁଇ ଗୋ-ଚାଲାଣକାରୀଙ୍କୁ ଆଜୀବନ ଜେଲ ଓ ୫ ଲକ୍ଷ ଲେଖାଏଁ ଜରିମାନା

ଆଠଗଡ଼ : ଗୋ-ଚାଲାଣକାରୀଙ୍କୁ ଦଣ୍ଡାଦେଶ । ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କୁମାର ଦାସ ଏକ ବେଆଇନ ଗୋ-ଚାଲାଣ ମାମଲାର ବିଚାର କରି ଦୁଇ ଜଣ ଗୋ-ଚାଲାଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଉଭୟଙ୍କୁ ୫ ଲକ୍ଷ … Read More

ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

କଟକ : ଏବର୍ଷ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ପାଇଁ ଲୋକମାନଙ୍କୁ … Read More

୭ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍‌ବୋର୍ଡ୍ ଗୁଡ଼ିକରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର … Read More