ବାଲେଶ୍ବର ଖଇରା ହତ୍ୟାକାଣ୍ଡ: ନ୍ୟାୟ ନ ମିଳିଲେ କଙ୍କାଳ ପ୍ରତିବାଦ

ବାଲେଶ୍ଵର : ନ୍ୟାୟ ଦିଅ, ନହେଲେ କଙ୍କାଳ ପ୍ରତିବାଦ । ଚେତାବନୀ ଦେଲେ ବାଲେଶ୍ବର ଖଇରା ମୃତକଙ୍କ ପରିବାର। ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଜମିବାଡ଼ି ବିବାଦକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ଆଜି ତାକୁ ୪ ଦିନ ପୂରିଛି । … Read More

ରାଜଧାନୀରେ ପେଟ୍ରୋଲ ସଙ୍କଟ, ଅଧିକାଂଶ ପମ୍ପରେ ତାଲା: ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ … Read More

ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ: ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ … Read More

କଙ୍ଗାରୁ କୋର୍ଟ ଉପରେ ପୋଲିସର ଚଢ଼ାଉ: ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା

କୋରାପୁଟ: କୋରାପୁଟରେ ‘କଙ୍ଗାରୁ କୋର୍ଟ’ ଉପରେ ପୋଲିସର ଚଢ଼ାଉ । ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚି ରୋକିଲା ପୋଲିସ । ସାମାଜିକ ବାସନ୍ଦରୁ ମୁକ୍ତି ହେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ହଠାତ ପହଁଚିଥିଲା … Read More

ଗାଁରେ ବୁଲୁଛି ବାଘ ! ୪ ଦିନ ହେବ ବନ ବିଭାଗ ନାକେଦମ୍

ବ୍ରହ୍ମପୁର: ଚାରି ଦିନ ହେବ ବନ ବିଭାଗର ନିଦ ହଜାଇ ଦେଲାଣି ଚିତା ବାଘ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ରତନେଇ ମନ୍ଦିର ନିକଟ ଜଙ୍ଗଲରେ ଜଣେ ଯୁବକ ଏକ ବାଘ ରାସ୍ତା ପାର ହେବା ବେଳର ଭିଡିଓ କରି ସୋସିଆଲ … Read More

ପେଟ୍ରୋଲ ସଙ୍କଟ: ବେଗୁନିଆରେ ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପେଟ୍ରୋଲ ସଙ୍କଟ । ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ । ଆଉ ଯେତିକି ବି ମିଳୁଛି, ତାହା ସୀମିତ ମାତ୍ରାରେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ଘଣ୍ଟେ ଦୁଇ ଘଣ୍ଟା ପେଟ୍ରୋଲ ବିକି … Read More

୨୦ରେ ସମସ୍ତ ଔଷଧ ଦୋକାନ ବନ୍ଦ, ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ

ଭୁବନେଶ୍ବର: ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ । ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ ।  ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ନିଷ୍ପତ ନେଇଛି ଆସୋସିଏସନ୍ ।  ଡ୍ରଗ୍ … Read More

ମୋଦିଙ୍କୁ ଅନୁସରଣ କଲେ ମୁଖ୍ୟମନ୍ତ୍ରୀ, କମିଲା କାରକେଡ୍ ଗାଡ଼ି ସଂଖ୍ୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଧାକୁ କମିଲା । ମୁଖ୍ୟମନ୍ତ୍ରୀ କାରକେଡ୍ ଗାଡ଼ି ସଂଖ୍ୟା ଅଧା ହେଲା । ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ କାରକେହ୍ ଅଧା କଲେ ମୁଖ୍ୟମନ୍ତ୍ରୀ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିକୁଡିକୁ କମ୍ କରି ଅଧା କଲେ … Read More

ସରକାରୀ ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର : EV ଗାଡ଼ି ଅଧିକ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅପିଲ । ଇଭି ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି । ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍ । ଇଭି … Read More

ପୁଅକୁ ମାରି ପୋତିଦେଲା ବାପା

ଅନୁଗୁଳ: ବାପା ସାଜିଲା ସୈତାନ । ପୁଅକୁ ମାରି ପୋତିଦେଲା ବାପା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କୀଳ ଗାଁରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା । ଏହି … Read More