ଜମିରୁ ୬ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର, ଚାଷୀ ଭୟଭୀତ

ରାଜନଗର: ଚାଷ ଜମିରେ ବଉଳା କୁମ୍ଭୀର । ମାଛ ଧରିବା ପାଇଁ ବସାଯାଇଥିବା ଜାଲରେ ପଡ଼ିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋହ୍ଲା ଗାଁ ଚାଷ ଜମିରେ ଭାଗବତ ସ୍ଵାଇଁ ମାଛ ଧରିବା ପାଇଁ ଲଞ୍ଜା … Read More

ଦୁବାଇରେ ସରିଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଆସିଲା ୨.୪୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ବର: ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ … Read More

୧୫ରୁ ପ୍ରବଳ ବର୍ଷିବ, ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, … Read More

କାଦୁଅ ରାସ୍ତାରେ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡ଼ାରୀ: ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା … Read More

ପାର୍ବଣରେ ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଆସୁଛି ପାର୍ବଣ ଋତୁ । ଏପଟେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ସମସ୍ତ ପୂଜା କମିଟି, ଆୟୋଜକ, ବ୍ୟବସାୟୀ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କୁ ପୂଜା ଓ ପାର୍ବଣ ସମୟରେ ବିଦ୍ୟୁତ ଶକ୍ତିର ସୁରକ୍ଷିତ ବ୍ୟବହାର … Read More

ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ, ନିବେଶ ପାଇଁ ଅଛି ସବୁ ସୁବିଧା

ଭୁବନେଶ୍ୱର  : ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ … Read More

୫ ଶିଶୁ ଓରାଙ୍ଗଉଟାନଙ୍କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର, ନିଷ୍ପତ୍ତି ହୋଇ ନଥିବା କହିଲେ ପିସିସିଏଫ

ଭୁବନେଶ୍ୱର : ବାଲେଶ୍ୱରରୁ ଉଦ୍ଧାର ୫ ଶିଶୁ ଓରାଙ୍ଗଉଟାନ୍ କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର। ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟ ଭାରତର CITES Management Authority, … Read More

ଅଧା ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ସୋର: ଅଧା ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ। ଦୀର୍ଘ ସମୟ ଧରି ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସକୁ ଅଟକ ରଖିଲେ ସଂମ୍ପର୍କୀୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗ୍ରାମ ର ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ … Read More

୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ, ଖୁବଶୀଘ୍ର ସରିବ ପାଇଲଟ ରାମ୍ପ ମଡେଲ ନିର୍ମାଣ

ପୁରୀ: ୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ । ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୫ ମିନିଟ୍ ମଧ୍ୟରେ ଖୋଲା … Read More

୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ, ବାରମ୍ବାର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ୍ ରେ BMC ଓ BDA

ଭୁବନେଶ୍ବର: ବାରମ୍ବାର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ୍ ରେ BMC ଓ BDA । ୟୁନିଟ-୧ ହାଟ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନ ଉପରେ ଚାଲିଛି ଉଚ୍ଛେଦ । ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ … Read More