କଳା ପଥର ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିରୁ କଳା ପଥର ଲୁଟ୍ ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ଘଟିଛି। ମୃତକ ଜେନାପୁର ଥାନା ଅନ୍ତର୍ଗତ କାମାଗଡ ଗାଁର ପଙ୍କଜ ଭୂୟାଁ ବୋଲି ଜଣାପଡ଼ିଛି। ଆଜି … Read More
