ଟ୍ରେନରୁ ଖସି ଶ୍ୱଶୁର, ଜ୍ୱାଇଁ ମୃତ

ରାୟଗଡା : ବିଶାଖାପାଟଣାରେ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଘଟଣ । ଟ୍ରେନରୁ ଖସି ରାୟଗଡାରେ ଶ୍ୱଶୁର ଓ ମୁନିଗୁଡା ନିକଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ କିକିଆ ଗାଁରେ ଜଣାପଡିଛି । … Read More

ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନିଫ୍ଟି ଓ ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକାମୀ । ଓ୍ବେଷ୍ଟ ଦିଲ୍ଲୀ ଦ୍ୱାରକାରୁ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍। ଅଜଣା ହ୍ଵାଟସଆପ୍ ଗ୍ରୁପରେ ପ୍ରଭାବଶାଳୀ ଲୋକଙ୍କୁ ଆଡ୍ କରି ଦେଉଥିଲେ। ସେୟାର ବଜାର ଟିପ୍ସ … Read More

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ, ମେ ଶେଷ ସପ୍ତାହ ସୁଦ୍ଧା ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ 

ଭୁବନେଶ୍ୱର : ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ  ।  ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ  ।   ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ … Read More

ଖରା ଛୁଟିରେ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEOମାନଙ୍କୁ ନେଇ OSCPCR ର କର୍ମଶାଳା

ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ । ସମସ୍ତ … Read More

ଅଂଶୁଘାତରେ ସାମ୍ବାଦିକଙ୍କ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ: ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି … Read More

ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି ।  ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ … Read More

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ: ଯୁବକ ଗିରଫ

ରେଢ଼ାଖୋଲ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ରେଢ଼ାଖୋଲ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ … Read More

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଲେ ଯୁବକ !

ଢ଼େଙ୍କାନାଳ: ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ। ବାପା – ମାଆଙ୍କୁ ଉଠାଇନେଲା ପୋଲିସ । ଜୀବନ ହାରିଲେ ପୁଅ । ଢ଼େଙ୍କାନାଳ ମୋଟଙ୍ଗା ଥାନା ନୀମିଧା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବେଣୁପାଣି ସାହୁ । … Read More

ହାତୀ ଘଉଡ଼ାଇଵାକୁ ଆସିଥିବା ବନ ଅଧିକାରୀଙ୍କୁ ଆକ୍ରମଣ

ମୟୂରଭଞ୍ଜ: ବନକର୍ମଚାରୀଙ୍କୁ ନିସ୍ତୁକ ମାଡ, ଭାଙ୍ଗିଲେ ଗାଡ଼ି । ଦନ୍ତାହାତୀ ଭାଙ୍ଗିଲା ଘର, ରାଗରେ ସ୍ଥାନୀୟ ଲୋକେ ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗାଁଲୋକ। ମୟୂରଭଞ୍ଜ ଡୁକୁରା ବନାଞ୍ଚଳ ଅଧିନ … Read More

ବ୍ୟାଙ୍କରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କଲେ କ୍ୟାସିୟର

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଜଣେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି କ୍ୟାସିୟର। ଘଟଣା ଅନୁଯାୟୀ ଜଣେ ଛାତ୍ରୀ ତାଙ୍କର ବୃତ୍ତି ଟଙ୍କାରୁ ୮ହଜାର ଟଙ୍କା ଉଠାଇବା ପାଇଁ ଫର୍ମ ପୁରଣ … Read More