କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ମନା

ରାଜନଗର : ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । … Read More

ବେଆଇନ୍ କରତ କଳ ଉପରେ ଚଢ଼ାଉ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଭଞ୍ଜନଗର : ବେଆଇନ୍ କରତ କଳରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର । ବିପୁଳ ପରିମାଣର ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରପାତି ବନବିଭାଗ ଜବତ କଲା ବନବିଭାଗ । ସଂପୃକ୍ତ … Read More

ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ ଜବତ କରିଛି … Read More

ଜଳୁଛି ନଳବଣ, ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

ପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। … Read More

ପ୍ରେମିକର ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲା ପ୍ରେମିକା

ଅନୁଗୁଳ: ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ନାବାଳିକା ଜଣଙ୍କ ଅନୁଗୁଳ ସଦର ଥାନା ସମାକୋଇ … Read More

ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । … Read More

ଓଲଟିଲା ତୀର୍ଥଯାତ୍ରୀ ବସ୍; ଅନେକ ଆହତ

ବାଲେଶ୍ବର: ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More

ଜାତୀୟ ପଞ୍ଚାୟତରାଜ ଦିବସ ପାଳନକୁ ବର୍ଜନ କଲା ସରପଞ୍ଚ ସଂଘ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସକୁ ବର୍ଜନ କରିଛନ୍ତି ସରପଞ୍ଚ ସଙ୍ଘ। ମୁଣ୍ଡରେ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ସଭା ସ୍ଥଳରେ ତଳେ ବସି ଥିବା ନଜରକୁ ଆସିଛି। ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚ ମାନଙ୍କୁ … Read More

ପୋଲ ତିଆରି ବେଳେ ନଦୀକୁ ଖସିଲା ଟ୍ରାକ୍ଟର; ଚାଳକ ମୃତ

ଧାମରା : ଘଂଟେଶ୍ୱର ଅଞ୍ଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ … Read More

ଦଳିତଙ୍କୁ ନିର୍ଯାତନା ପ୍ରତିବାଦରେ ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଦଳିତ ମହାସଭାର ଗଣଧାରଣା

କଟକ : ଦଳିତମାନଙ୍କ ଉପରେ ବିଭିନ୍ନ ନିର୍ଯାତନା  ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ ଆଣି ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଗଣ ଧାରଣାରେ ବସିଛି, ରାଷ୍ଟ୍ରୀୟ ଦଳିତ ମହାସଭା ।  ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଉଛି … Read More