ପଞ୍ଚାୟତ ନିର୍ବାଚନରେ ଏକା ଲଢିବ କଂଗ୍ରେସ, ହେବନି କୌଣସି ମେଣ୍ଟ

ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା … Read More

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍, ୨୦ରୁ ଅଧିକ ଆହତ

ନୟାଗଡ : ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ … Read More

ରଙ୍ଗମଞ୍ଚରେ ଠେଙ୍ଗା ପଥର ମାଡ଼: ଦଳାଚକଟାରେ ଏକାଧିକ ଆହତ, ଜଣେ ଗୁରୁତର

ପିପିଲି: ରଣକ୍ଷେତ୍ର ପାଲଟିଲା ରଙ୍ଗମଞ୍ଚ । ବୁଲିଲା ଠେଙ୍ଗା, ପଥର ମାଡ଼ । ଭୟଙ୍କର ପରିବେସ ସ୍ରୁଷ୍ଟି ହୋଇଥିଲା ରଙ୍ଗମଞ୍ଚରେ । ଏତେମାତ୍ରାରେ ମାଡ଼ଗୋଳ ହୋଇଥିଲା ଯେ, ଲୋକମାନେ କ୍ଷତବିକ୍ଷତ ହେବା ସହ ଗୁରୁତିର ଆହତ ମଧ୍ୟ ହୋଇଛନ୍ତି । ପୁରୀ ଜ଼ିଲ୍ଲା … Read More

କୋଟିଏ ଟଙ୍କାର ସୁନା ଅଳଙ୍କାର ସହ ୪ ଲୁଟେରା ଗିରଫ

ନୀଳଗିରି: କୋଟିଏ ଟଙ୍କାର ସୁନା ଅଳଙ୍କାର ଜବତ ସହ ୪ ଗିରଫ । ବାଲେଶ୍ୱରରେ ବଡ଼ ଧରଣର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଗିରଫ ୩ ଜଣ ମୁଖ୍ୟ ଅଭିଯୁକ୍ତ ସଦର ଅଞ୍ଚଳର ଦୀପକ ବେହେରା ଓରଫ କାଳିଆ, ସୁକାନ୍ତ ଦାସ ଓରଫ … Read More

ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେଇ ଫସିଲେ ୩୦୦ ଆଶାୟୀ: ଅଭିଯୁକ୍ତ ଗିରଫ

ଝାରସୁଗୁଡା :  କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି ।  ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି ।  ଟଙ୍କା ଦେଲେ ସାର୍ଟିଫିକେଟ ମିଳିବ କହି ଠକୁଥିଲେ ।  ସମ୍ବଲପୁରରେ … Read More

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ ।  ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ ।  ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ … Read More

ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ

କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ … Read More

ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ … Read More

ଜନଗଣନା ବେଳେ ଅଂଶୁଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ !

ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ … Read More

ଲିଙ୍ଗରାଜ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ନୀତି କାନ୍ତିରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ ।  ଏ ନେଇ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ । ଏହି … Read More