ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ, ପୁରୀ ଜିଲ୍ଲାରେ ୨୨ରେ ଖୋଲିବ ସମସ୍ତ ସ୍କୁଲ
ଭୁବନେଶ୍ୱର : ଜୁନ ମାସରେ ବି କମିନି ତାତି । ସଭିଏଁ ଗରମରେ ହନ୍ତସନ୍ତ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ … Read More
