ସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥ ଯାତ୍ରା ଅବସରରେ ଭାରିଯାନ ଚଳାଚଳ ଉପରେ କଟକଣା

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ (ହେଭି ଭେହିକିଲ) ଚଳାଚଳ ଉପରେ କଟକଣା ଜାରି ।  ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ … Read More

ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ୭ ରାଉଣ୍ଡ ଆଲୋଚନା ଶେଷ, ଅସନ୍ତା ୧୧ରେ ପରବର୍ତ୍ତି ଶୁଣାଣି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ଆଜିର ଶୁଣାଣି ଉପରେ ଉଭୟ ଓଡ଼ିଶା ଓ ଛତିଶଗଡର ବୈଷୟିକ ଟିମ ପ୍ରାୟ ୭ ରାଉଣ୍ଡ ଆଲୋଚନା କରିଛନ୍ତି । ପ୍ରାୟ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦକୁ ନେଇ ଅସହମତି ଥିବା ଅନେକ ବିଷୟରେ … Read More

ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଦର୍ଶନ ବନ୍ଦ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ସାଢେ ୧୪ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଶ୍ରୀମନ୍ଦିରରେ … Read More

ଯୁବତୀଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ

ରାଉରକେଲା : ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ।  ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରେମିକ ।  ରାଉରକେଲା ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ନୃଶଂସ କାଣ୍ଡ ।  କିଞ୍ଜିରକେଲାର ରଜତ … Read More

ଦଳିତ ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ

କଣ୍ଟାବାଞ୍ଝି : ବଲାଙ୍ଗୀରରେ ରାଜନଗର ରିପିଟ୍ ।  ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଲୋକ ।  ଦଳିତ ଶ୍ରେଣୀର ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ ।   ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଆଦିବାସୀ … Read More

ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ।  ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ।  ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର ।  ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ … Read More

ବନ୍ଧା ହେଲେ ନକଲି ଆଇଏଏସ ଅଫିସର

ଭୁବନେଶ୍ୱର : ଆଇଏଏସ୍ ଅଫିସର ସାଜି ଲୁଟୁଥିଲା, ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ ।  ଦାମୀ ଚଷମା କିଣି ଟଙ୍କା ନଦେବାରୁ ଖୋଲିଗଲା ନକଲି ସବ୍ କଲେକ୍ଟରର ଅସଲ ମୁଖା ।  ଭୁବନେଶ୍ୱରରେ ନିଜକୁ IAS ଅଧିକାରୀ ଓ ସବ୍ କଲେକ୍ଟର … Read More

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ୪ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅଧିକାରୀ ନିଲମ୍ବିତ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର । ୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । … Read More

ଅଙ୍ଗନୱାଡି କେନ୍ଦ୍ରରେ ଗରମ ପେଜରେ ପଡି ଛାତ୍ରୀ ଗୁରୁତର

ଟିଟିଲାଗଡ଼: ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର । ଟିଟିଲାଗଡ଼ ବ୍ଲକ୍ କୁଶକେଲା ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରୀ ଜଣକ ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀ SIR କାର୍ଯ୍ୟ ପାଇଁ ଅନ୍ୟତ୍ର ଯାଇଥିବା … Read More

ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ ହେବ, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । … Read More