ଝିଅ ବାହାଘର ପାଇଁ ରାଜି ନ ହେବାରୁ ମାଉସୀ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୩ ଗୁରୁତର

ପାଟଣାଗଡ଼: ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ । ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁରେ ଘଟିଛି ଘଟଣା । ସୂଚନା ମୁତାବକ, ଜାମବାହାଲ ଗାଁର ମନବୋଧ ସାହୁଙ୍କ … Read More

ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ  ମୃତଦେହ ଉଦ୍ଧାର ହୋଇଛି  । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ … Read More

ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା, ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା । ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍ ସୁପରିଚାଳନା ‎ପାଇଁ … Read More

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପୁରୀ: ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ ଫୋଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ । ଅନେକ ସମୟରେ ମହାପ୍ରଭୁଙ୍କ ଫୋଟକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହା ଭିତରେ ବିଭିନ୍ନ ସୋସିଆଲ … Read More

ଅଜଣା ଗାଡ଼ି ଧକ୍କାରେ ୩ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଅଜଣା ଗାଡ଼ି ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ବାଲିଗୁଡ଼ା ଥାନା ଅଧୀନ ମହାସିଙ୍ଗି ବ୍ରିଜରେ ଏହି ଦୁର୍ଘଟଣା … Read More

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ୍‌ ଅନ୍ତର୍ଗତ ଭାପୁର … Read More

ମେଡିକାଲ ଅଚଳାବସ୍ଥା ପ୍ରସଙ୍ଗରେ ଶନିବାର ଡାକ୍ତରଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ମେଡିକାଲରେ ଅଚଳାବସ୍ଥା ଦୂର କରିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ଏବଂ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ … Read More

ତେନ୍ତୁଲିଗୁମ୍ମା ଜଙ୍ଗଲରୁ ମାଓ ଡମ୍ପ ଠାବ, ୬ ଦେଶୀ ବନ୍ଧୁକ, ୮ ଟିଫିନ୍ ବୋମା ଓ ୪ଟି ଆଇଇଡି ଜବତ

ଭୁବନେଶ୍ବର: ଶୁକ୍ରବାର ଦିନ ସୁରକ୍ଷା ବାହିନୀ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ତେନ୍ତୁଲିଗୁମ୍ମା ଜଙ୍ଗଲରୁ ଆଉ ଏକ ମାଓ ଆଡ୍ଡା ଠାବ କରିଛି। ଏକ ସର୍ଚ୍ଚ ଅପରେସନ୍ ସମୟରେ ବନ୍ଧୁକ, ବିସ୍ଫୋରକ ଏବଂ ଗୁଳିଗୋଳା ଜବତ ହୋଇଛି। ଆତ୍ମସମର୍ପଣକାରୀ … Read More

ଜାପାନୀ ସଂସ୍ଥା ସହ ୬୭ ହଜାର କୋଟି ଟଙ୍କାର ଚୁକ୍ତି, ରାଜ୍ୟରେ ସୃଷ୍ଟି ହେବ ୭୬୦୦ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ।  ରାଜ୍ୟରେ ସବୁଜ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME ଗ୍ରୁପ୍ ସହ ଏକ ସହଯୋଗ ପତ୍ର … Read More

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତଦେହ ଛୁଇଁଲେନି ଜାତି ଭାଇ

ପାଟଣାଗଡ଼: ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ଶବ ଛୁଇଁଲେନି ଜାତି ଭାଇ । ଶବ ସତ୍କାର କଲେ ସ୍ବେଛାସେବୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ତୁଳସୀଡୁଙ୍ଗୁରି ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି … Read More