ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ କରି ଯୁବକ ଗିରଫ
ଭୁବନେଶ୍ୱର : ମହଙ୍ଗା ପଡିଲା ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ । ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଶର ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତି ଙ୍କୁ ପ୍ରଦର୍ଶିତ କରିବା ମହଙ୍ଗା ପଡ଼ିଛି।କଟକ ଜଗତପୁର ର ଜଣେ ଇଲେକ୍ରିସିଆନ କୁ … Read More
