ଘର ଭିତରେ ପଶିଗଲା ଟ୍ରକ, ମା ମୃତ ଓ ଶିଶୁ ଗୁରୁତର

ସମ୍ବଲପୁର : ଏମିତି ବି ଆସେ ମୃତ୍ୟୁ । ଘର ଭିତରେ ପଶିଗଲା ଟ୍ରକ। ଚାପି ହୋଇଗଲେ ମା ଓ ଶିଶୁ । ଘଟଣାସ୍ଥଳରେ ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର । ସମ୍ବଲପୁର ପଡିଆବାହାଲ ନିକଟ ବାରିବନ୍ଦରେ ଘଟିଛି … Read More

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ଓଡ଼ିଶାର ସ୍ୱାର୍ଥ ନେଇ କରିବେ ଆଲୋଚନା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ସୂଚନା ମିଳୁଛି । ହେଲେ ଆଗକୁ ସଂସଦର … Read More

ଏଣିକି ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ, ଠକାମିର ଶିକାର ହେବେନି ଗ୍ରାହକ

ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି … Read More

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ, ଆସନ୍ତାକାଲିଠାରୁ ଆବେଦନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ … Read More

ଆଉ ହେବନି ଅଦିନିଆ ରଥଯାତ୍ରା, ଚିଠି ଲେଖି ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ

ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା … Read More

ପାଠ୍ୟପୁସ୍ତକ ତ୍ରୁଟି ମାମଲା: କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର

ଭୁବନେଶ୍ୱର:ରାଜ୍ୟରେ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।ଏହି ମାମଲାରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଛି।କ୍ରାଇମବ୍ରାଞ୍ଚ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫), ୨୦୧, … Read More

ଖାଇବା ବିଳମ୍ବ ହେବାରୁ ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ

ରାଉରକେଲା: ଖାଇବା ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ନିଶାସକ୍ତ ସ୍ବାମୀ। ପତ୍ନୀଙ୍କୁ ଭଙ୍ଗା ଟାଇଲ୍‌ରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ (୩୨)। ଗତକାଲି ରାତି ପ୍ରାୟ ୧୧ଟାରେ ରଘୁନାଥପାଲି ଥାନା ଅନ୍ତର୍ଗତ … Read More

ହୋଟେଲ୍‌ ମାଲିକଙ୍କୁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ବିଂଝାରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ … Read More

ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସକାଳୁ ସକାଳୁ ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ମିଳିଛି ବୋମା ଧମକ। ଅନୁଗୁଳ ଜିଲା କୋର୍ଟକୁ ସୋମବାର ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା। ଇ-ମେଲ୍ ଯୋଗେ ଏହି ଧମକ ମିଳିବା ପରେ … Read More

ଆସନ୍ତା ୧୯ ରେ ରତ୍ନଭଣ୍ଡାର ଗଣତି

ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ … Read More