ଉଛୁଳିଲା କାଂଶବାଂଶ, ୧୪ଗାଁ ପ୍ରଭାବିତ: ସ୍କୁଲ୍‌ ଓ ଅଙ୍ଗନବାଡ଼ିରେ ପଶିଲା ପାଣି

ସୋର: ବାଲେଶ୍ବର ଜିଲ୍ଲାର ସୋର ଦେଇ ପ୍ରବାହିତ କାଂଶବାଂଶ ନଦୀରେ ବନ୍ୟା ଆସିଛି। ଫଳରେ ତଳନଗର ପଞ୍ଚାୟତ ଅଧୀନ ୧୪ ଗାଁର ୨୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି।  ଚାରି ଦିନ ହେଲା ବାଲେଶ୍ବରରେ ବର୍ଷା ଲାଗି ରହିଛି। ଫଳରେ ସୋର ବ୍ଲକ୍‌ … Read More

ଚିଲିକାରେ ଜଳ ରଥଯାତ୍ରା, ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ

ଚିଲିକା: ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ ନିଆରା … Read More

ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର

ଯୋଡ଼ା : ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ  ।  କେନ୍ଦୁଝର ଯୋଡ଼ା ଥାନା ଖୁଣ୍ଟପାଣି ପାହାଡ଼ ଉପରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର ୧୧ ବର୍ଷିୟ କ୍ରିଷ୍ଣା କାଳନ୍ଦୀ। ଅଭିଯୋଗ … Read More

ବାଇକ ଉପରେ ଚଢିଗଲା ହାଇୱା, ଦୁଇ ମୃତ

ଭଦ୍ରକ : ମଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ । ଦୁଇ ଜଣ ମୃତ,ଜଣେ ଗୁରୁତ୍ୱର ।  ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି, 16 ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ ।  ସୂଚନା … Read More

ଫୁଲୁଛି ଜଳକା, ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କଲା ଜଳସ୍ତର

ଜଳେଶ୍ୱର : ଫୁଲୁଛି ଜଳକା । ଲଘୁଚାପଜନିତ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କରିଛି ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର … Read More

ସରିଲା ରଥଟଣା; ଶରଧାବାଲିରେ ଲାଗିଲା ୩ ରଥ; ଆସନ୍ତାକାଲି ଆଡ଼ପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ … Read More

“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, ଆସନ୍ତା କାଲି ପ୍ରଥମ ବୈଠକ

ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍‌, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ … Read More

ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ଚିଠି

ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ (ଡିସିଏଚ୍‌ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ … Read More

ଭତ୍ତା ପ୍ରଦାନରେ ବିଳମ୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ୨ ମାସ ମଧ୍ୟରେ ନିଷ୍ପତ୍ତି ନିଅ

କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ … Read More

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ … Read More