ବିଜେପିରେ ସାମିଲ ହେଲେ ଖଡ଼ିଆଳ ନଗରପାଳଙ୍କ ସହ ୯ କାଉନସିଲର

ନୂଆପଡ଼ା: ଖଡ଼ିଆଳ ଏନ୍‌ଏସି ରାଜନୀତିରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କ ସହ ଅନ୍ୟ ୯ ଜଣ କାଉନସିଲର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ସୂଚନାଯୋଗ୍ୟ … Read More

ରଥଯାତ୍ରା ଦଳାଚକଟା ଘଟଣାରେ ପୁରୀ ଜିଲ୍ଲାପାଳଙ୍କୁ ମାନବାଧିକାର କମିଶନଙ୍କ ଜବାବ ତଲବ

ପୁରୀ: ପୁରୀ ଘୋଷଯାତ୍ରା ସମୟରେ ଦଳାଚକଟା ଓ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟଣା । ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ସେ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ … Read More

ଅଗଷ୍ଟ ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୪ ତାରିଖରେ ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିବେ ବୋଲି କୁହାଯାଉଛି। ଯଦିଓ ରାଷ୍ଟ୍ରପତି ଭବନରୁ ସରକାରୀ ଯାତ୍ରା ତାଲିକା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ସୂତ୍ରରୁ ଜଣାପଡିଛି ଯେ ରାଷ୍ଟ୍ରପତି ଶକ୍ତି ଉପାସନାର ଏକ ପ୍ରମୁଖ … Read More

ଡିଜିଟାଲାଇଜ ହେବ ସ୍ୱାସ୍ଥ୍ୟ ବିଭାଗ, Aarogya 2.0 ଆପରେ ଯୋଡି ହେବ ଘରୋଇ ଓ ସରକାରୀ ମେଡିକାଲ

ଭୁବନେଶ୍ୱର: ଦେଶର ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ ଓ ଆଧୁନିକ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୯ ଜୁନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଦେଶବ୍ୟାପୀ ଭାବେ ଆରୋଗ୍ୟ ସେତୁ 2.0 ସହ ଏକାଧିକ ନୂତନ ଡିଜିଟାଲ ସ୍ୱାସ୍ଥ୍ୟ … Read More

ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ !

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ବଡ଼ ଘୋଷଣା। ୨୦୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଉଭୟ ପଞ୍ଚାୟତ ଓ ପୌର ଭୋଟ୍ ଏକାସାଙ୍ଗରେ ହେବ। ରାଜ୍ୟରେ ଜନଗଣନା କାର୍ଯ୍ୟ ଶେଷ ହେବା … Read More

ନିଟ ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଲେ ଛାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ନିକଟ ହଳଦିଆପଦର ଅଞ୍ଚଳର ଜଣେ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ନିଟ ପରୀକ୍ଷାରେ ବିଫଳ ହେବା ପରେ ସେ ଗତକାଲି ରାତିରେ ଆତ୍ମହତ୍ୟା କରିଦେଇଥିଲେ। ମୃତକ ହେଲେ ହଳଦିଆ ପଦର ତିରୁପତି ନଗରର ଶର୍ମିଷ୍ଠା ସାହୁ(୧୯)। … Read More

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ … Read More

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ଜଣାଯାଇଛି। ସୂଚନ‌ାନୁସାରେ, ପୂର୍ବାହ୍‌ଣରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ … Read More

ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କ ଚିଠି

ଜଗତସିଂହପୁର: ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ରଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବା ସହ  ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟ … Read More

କେଳୁଣୀ ମୁହାଣରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ଅସ୍ତରଙ୍ଗ :  କେଳୁଣୀ ମୁହାଣ ନିକଟରେ ସମୁଦ୍ରରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣକ ମାଲକାନଗିରି ଜିଲ୍ଲା ମାଥିଲ୍ ଅଞ୍ଚଳର ରାମ ଭୋମିଆ(୨୨) ବୋଲି ଜଣାଯାଇଛି। ନଦୀରେ ଭାସିଯିବା ପରେ ଗତକାଲି ଠାରୁ ସେ ନିଖୋଜ ଥିଲେ।  ସ୍ଥାନୀୟ ଲୋକେ ଆଜି … Read More