ବଢ଼ୁଛି ଜଳସ୍ତର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍

ସମ୍ବଲପୁର: ଛତିଶଗଡ଼ ସମେତ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଅବ୍ୟାହତ ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳର ପ୍ରବାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଳଭଣ୍ଡାରର ସ୍ଥିତି ଓ ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ … Read More

ଶ୍ରଦ୍ଧା ଓ ଶୃଙ୍ଖଳାର ଅପୂର୍ବ ସମନ୍ୱୟ: ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ:ଶ୍ରଦ୍ଧାଳୁଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରଥଯାତ୍ରାର ମହାପର୍ବ ମଧ୍ୟରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଆନ୍ତେ। କେବଳ କାଳିଆ ଠାକୁର ନୁହନ୍ତି, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ … Read More

ନାଳରେ ବୁଡ଼ିଗଲା ଦୁଇ ବର୍ଷର ଶିଶୁପୁତ୍ର

ସିଂହପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ ପୂର୍ଣ୍ଣ ଥିବା … Read More

ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ଚିକିତ୍ସା

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ରୋଗ ଚିକିତ୍ସା। ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନସର୍ ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା ସାମିଲ … Read More

ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ ଅଭିଯୋଗ

କଟକ  : କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ । କିଛି ଯୁଵକ ଜଣେ ନାବାଳକ ସହ ଆଉ ଜଣଙ୍କୁ ଅଟକ ରଖି ଉଲଗ୍ନ କରିବା ସହ ନିସ୍ତୁକ ପିଟିଥିଵା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ … Read More

ଦୁର୍ବଳ ହେଉଛି ଲଘୁଚାପ, ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :ଦୁର୍ବଳ  ହେଉଛି ଲଘୁଚାପ ।  ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ କ୍ରମଶଃ ଦୂର୍ବଳ ହେବାରେ ଲାଗିଛି ।  ତେବେ ଏହା ସହ ସମାନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୪.୫ କିମି ପର୍ଯ୍ୟନ୍ତ ବ୍ୟାପି … Read More

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପିପିଲି: ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିସଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଲଗାଣ ବର୍ଷାରେ କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅରିସଲରେ ଅଘଟଣ ଘଟିଛି । ମୃତକ ହେଲେ ଅରିସଲ … Read More

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଇଙ୍କ ପାଇଁ ଲଗାଇଥିଲେ କରେଣ୍ଟ, ନିଜର ଚାଲିଗଲା ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ … Read More

‘ଇଗ୍ନୋ’ର ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ୩୧କୁ ବୃଦ୍ଧି

ଭୁବନେଶ୍ବର: ବଢିଲା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ନାମଲେଖା । ଜୁଲାଇ- ୨୦୨୬ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି … Read More

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମୌସୁମୀ ଟ୍ରଫ୍ ବର୍ତ୍ତମାନ ଅମୃତସର, କରନାଲ, ହରଦୋଇ, ରାଞ୍ଚି, ଦୀଘା ଏବଂ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯେତେବେଳେ କି ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ … Read More