ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି : ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବାକୁ ଏସଇସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି । ଜିଲ୍ଲାପାଳଙ୍କ ସହ ଏସ୍ ଇସିଙ୍କ ଭିଡିଓ ବୈଠକ । ଘରକୁ ଘର ସର୍ଭେ ନେଇ ଏସ୍ ଇସିଙ୍କ ଭିସି । ଭୋଟର ତାଲିକା ହେବ ତ୍ରୁଟିମୁକ୍ତ । ଏସ୍ ଇସି … Read More

ଯାତ୍ରୀଙ୍କ ସୁବିଧା ପାଇଁ ବିଏମ୍‌ସି ଓ ବିଡିଏର ସବୁଜ ପଦକ୍ଷେପ: ଜନପଥରେ ହେବ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନପଥ କରିଡର୍‌ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଏବଂ ପାର୍କିଂ-ସହ-ଯାତ୍ରୀ ଆଶ୍ରୟସ୍ଥଳ … Read More

ସେପ୍ଟେମ୍ବର ୨ ରେ ସରିବ SIR ପ୍ରକ୍ରିୟା, ଯାଞ୍ଚ ପରେ ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଏବଂ ଦାବିଗୁଡ଼ିକର ସମାଧାନ ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ସରିବ। ଏହି ଯାଞ୍ଚ ପରେ ସେପ୍ଟେମ୍ବର ୬, ୨୦୨୬ … Read More

ପ୍ରଥମ ବନ୍ୟାରେ ଧୋଇଗଲା ୫ କୋଟି ବ୍ୟୟରେ ନିର୍ମିତ ରାସ୍ତା, ବହୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

କଟକ: ବିକାଶ ନାଁରେ କେମିତି ଚାଲିଛି ମହା ଦୁର୍ନୀତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସାମାନ୍ୟ ବନ୍ୟା ପାଣି ମାଡ଼ରେ ତାସ୍ ଘର ପରି ଧୋଇଯାଇଛି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ … Read More

ରାଜ୍ୟର ୨୮ଟି ସରକାରୀ ଆଇଟିଆଇର ନାମ ବଦଳିଲା

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଗୁଡ଼ିକର ନାମକରଣରେ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ସହରଗୁଡ଼ିକର ସଂଶୋଧିତ ଭୌଗୋଳିକ ନାମକରଣ ସହିତ ସାମଞ୍ଜସ୍ୟ ରଖି ରାଜ୍ୟର ମୋଟ ୨୮ଟି ସରକାରୀ … Read More

ମୁଖ୍ୟମନ୍ତ୍ରୀ ବସ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ, ଗାଡ଼ି ଛାଡ଼ି ପଳାଇଲେ ଚାଳକ

ବଲାଙ୍ଗୀର: ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଧା … Read More

୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ନେଇ କଟକଣା

ଭୁବନେଶ୍ବର: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । … Read More

ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଏଣିକି ମାଟି ତଳେ ବିଛାଯିବ ବିଦ୍ୟୁତ ତାର

ଭୁବନେଶ୍ବର: ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । … Read More

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟରେ ଭରାନଈ ପାର ହେଲେ ରୋଗୀ

କୋଇଡ଼ା : ନଈରେ ପୋଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ରୋଗୀଙ୍କୁ ନେବା ପାଇଁ ନଈ ଆରପଟେ ଅପେକ୍ଷା କରି ରହିଲା। ଏପଟେ ରୋଗୀଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଭରାନଈରେ … Read More

ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମାଫିଆଙ୍କୁ କଟକ ଜିଲ୍ଲାପାଳଙ୍କ ତାଗିଦ୍

କଟକ : ସାବଧାନ ବାଲି ମାଫିଆ ।  ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। କଟକ ଜିଲ୍ଲାପାଳଙ୍କ କଲେ ତାଗିଦ୍। କେବଳ ଲଘୁ ଖଣିଜ ସମ୍ପଦ ପାଇଁ ଉଦ୍ଦିଷ୍ଟ ଓ.ଏମ.ଏମ.ସି ନିୟମାବଳୀ ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମଧ୍ୟ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। … Read More