ପୋଲିସ ହାଉସିଂ ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍ , ବାବୁଙ୍କ ଘରୁ ମିଳିଲା ୧ କେଜି ୧୪୦ ଗ୍ରାମ ସୁନା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । … Read More

ସ୍ତ୍ରୀକୁ ପିଟିପିଟି ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ ଗିରଫ । ବଡଗଡ ଥାନା ବାଙ୍କୁଆଳରେ ଘଟିଛି ହତ୍ୟାକାଣ୍ଡ । ଅଭିଯୁକ୍ତ ତଥା ବ୍ୟବସାୟୀ ସୁଶାନ୍ତ ସ୍ୱାଇଁ ଗିରଫ … Read More

ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ, ସ୍ବାମୀ ଗୁରୁତର

ବଲାଙ୍ଗିର: ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ । ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ … Read More

ଲିଟର ପିଛା ୧୦ ଟଙ୍କା ବଢ଼ିଲା ଖାଇବା ତେଲର ମୂଲ୍ୟ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଛି ଖାଇବା ତେଲର ମୂଲ୍ୟ । ପାମ୍ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଓ ସୋରିଷ ତେଲ ପ୍ରମୁଖର ମୂଲ୍ୟ ବଢ଼ିଛି । ଇଣ୍ଡୋନେସିଆ ସରକାର ଅନ୍ତର୍ଜାତୀୟ ବଜାରରେ ସବୁଠାରୁ ଅଧିକ ପାମ ତେଲ ଉତ୍ପାଦନ … Read More

କଂଗ୍ରେସର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ

ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର  ଜିଲ୍ଲା ସଭାପତିଙ୍କ ନାମ ଘୋଷଣା । ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର କଟକ ସହର-ସନ୍ତୟାନ ମିଶ୍ର ବୌଦ୍ଧ- ଅବଦୁଲ କାଲିସ ଖାସ ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ … Read More

ହୋଲସେଲରେ ଆଳୁ କେଜି ୫ ଟଙ୍କା, ଦୋକାନରେ ୨୦: ଚଢ଼ା ଦରରେ ଆଳୁ କିଣୁଛନ୍ତି ଗ୍ରାହକ

ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ … Read More

ବିଜୁ ବାବୁଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ ।  ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ।  ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ ।  ବିଜୁ ପଟ୍ଟନାୟକ ସାରା ଭାରତର ଜଣେ … Read More

ଭିଜିଲାନ୍ସ ପଞ୍ଝାରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଘରୁ ବାହାରିଲା କୁଢ କୁଢ ନୋଟ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । … Read More

ସମ୍ପୁର୍ଣ୍ଣ ମାଓମୁକ୍ତ ହେଲା ୮ ଜିଲ୍ଲା, ଖୁବଶୀଘ୍ର ମାଓଶୂନ୍ୟ ହେବ ଓଡ଼ିଶା: ଏଡ଼ିଜି

ଭୁବନେଶ୍ୱର : ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି ।  ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ ।  ଏମିତି ସୂଚନା ଦେଇଛନ୍ତି ।  କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ … Read More

ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି … Read More