ରେଳ ଯାତ୍ରୀଙ୍କୁ ସୁରକ୍ଷା ଦେବ AI ରୋବଟ, RPFରେ ସାମିଲ ହେଲା DSC ଅର୍ଜୁନ

ଭୁବନେଶ୍ବର : ଏଣିକି ଷ୍ଟେସନ ଜଗିବ RPFର ନୂଆ ରୋବୋଟିକ ଅଫିସର । ରେଲୱେ ପ୍ରୋଟେକ୍ସନ ଫୋର୍ସରେ ଯୋଡିହେଲା DSC ଅର୍ଜୁନ । ପୂର୍ବତଟ ରେଳ ପକ୍ଷରୁ ଆରମ୍ଭ ହୋଇଛି ଏଆଇ ରୋବଟ । ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟ ଜରିଆରେ ଅପରାଧିକ … Read More

ଆହୁରି ୫ ଦିନ ବର୍ଷିବ, ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଲାଗି ରହିଥିବା ବେଳେ ଏଯାଏ ଲଘୁଚାପ ନେଇ କୌଣସି … Read More

ଶିକ୍ଷକ ନିଯୁକ୍ତି ଦାବିରେ ଡିଇଓ ଅଫିସ ଘେରିଲେ ଅଭିଭାବକ

କେନ୍ଦ୍ରାପଡା : ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା । କେନ୍ଦ୍ରାପଡା ବ୍ଲକ ଢୋଲ ପଞ୍ଚାୟତର ମା’ ମଙ୍ଗଳା ଉଚ୍ଚ … Read More

ଲଗାଣ ବର୍ଷା ପରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ, ଘର ଭିତରେ ଆଣ୍ଠୁଏ ପାଣି

ଆଠଗଡ଼ : ଲଗାଣ ବର୍ଷା ପରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡ ବୀର କିଶୋରପୁର ଅଞ୍ଚଳରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା । ଘର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଲଗାଣ ବର୍ଷାରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କିଶୋର ପୁରରେ ଘର … Read More

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଜୋରଦାର : ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି । ବାହୁଡ଼ା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା … Read More

ଅଗଷ୍ଟ ୪ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ସଡ଼କ ପଥରେ ବ୍ରହ୍ମପୁରରୁ ତପ୍ତପାଣି ଯିବେ

ବ୍ରହ୍ମପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଜିଲା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଏକପ୍ରକାର ଚୂଡ଼ାନ୍ତ ହୋଇଛି। କାର୍ଯ୍ୟସୂଚୀ ସମ୍ପର୍କରେ ସବିଶେଷ ସୂଚନା ମିଳି ନ ଥିଲେ ସୁଦ୍ଧା ଆପାତତଃ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ … Read More

ଦକ୍ଷିଣ ମୋଡ ନେଲେ ୩ ରଥ

ପୁରୀ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ। ଜନ୍ମବେଦିରେ ସରିଆସୁଛି ଲୀଳାଖେଳା। ଆଉ ଦିନକ ପରେ ବାହୁଡା ଯାତ୍ରା। ରତ୍ନବେଦିକୁ ଫେରିବେ ମହାପ୍ରଭୁ। ବାହୁଡା ପୂର୍ବରୁ ରଥ ଦକ୍ଷିଣ ମୋଡ ହୋଇଛି। ଆଜ୍ଞାମାଳ ବିଜେ ପରେ ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ … Read More

ସଫଳତାର ସହ ସରିଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା

ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ … Read More

ଏମକେସିଜିରେ କୋଭିଡ୍ ପଜିଟିଭ୍ ଚିହ୍ନଟ : ଆଇସୋଲେସନରେ ୫୦ ବର୍ଷୀୟା ମହିଳା

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋଭିଡ୍ ପଜିଟିଭ୍ । ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସଂପୃକ୍ତ … Read More

ଏସସିବିରେ ରକ୍ତ ପରୀକ୍ଷା ଓ ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ରହିବେନି ରୋଗୀ, ମୋବାଇଲକୁ ଆସିବ ରିପୋର୍ଟ

କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି ।  ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । … Read More