ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ଵର: ଓଡ଼ିଶାରେ ଟେକ୍ ବିପ୍ଳବ। ରାଜ୍ୟରେ HCL tech ପ୍ରତିଷ୍ଠା କରିବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ‘AI Park’। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶ ହେବ। ସର୍ଭମ … Read More

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ବାନ୍ଧିଲା ବନବିଭାଗ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଶିକାରୀମାନଙ୍କୁ ଏଆଇ ଟ୍ରେଲଗାର୍ଡ କ୍ୟାମେରାରେ କଏଦ କରାଯାଇଥିଲା । ସେମାନଙ୍କ ନିକଟରୁ ୨ ଟି ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ୨ ଟି ହେଡ ଟର୍ଚ୍ଚ … Read More

ଭୁବନେଶ୍ୱରରେ ୭୩୦ କୋଟି ବ୍ୟୟରେ ‘ଏଆଇ ହବ୍’ କରିବ HCLTech

ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି … Read More

ମକା ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ, ଫୁଲବାଣୀରୁ ବିହାରକୁ ହେଉଥିଲା ଚାଲାଣ

ବଲାଙ୍ଗୀର: ଫୁଲବାଣୀରୁ ବିହାର ଗଞ୍ଜେଇ ଚାରାଚାଲାଣ ବେଳେ ମାଡି ବସିଲା ଅବକାରୀ ଟିମ୍ । ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଏକ ମକା ଭର୍ତ୍ତି ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା … Read More

ମହାପ୍ରଭୁଙ୍କ ୫ ପବିତ୍ର ନାମକୁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା।

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କ ପବିତ୍ର ନାମ ଓ ପରମ୍ପରା ପାଇଁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ … Read More

ମାତିଛନ୍ତି ସାଇବର ଲୁଟେରା : ଡିଜିପିଙ୍କ ନାଁରେ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର : ଡିଜିପିଙ୍କ ନାଁରେ ମାତିଛନ୍ତି ସାଇବର ଲୁଟେରା । ନିଜକୁ ପୋଲିସ ଅଧିକାର କହି ଧମକ ଦେବା ସହ ମାଗୁଛନ୍ତି ଟଙ୍କା । ଏପରିକି ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଭୟଭୀତ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ … Read More

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଭଦ୍ରକ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ … Read More

ସରଗୋଡ଼ା ପୁର୍ଣ୍ଣେଶ୍ୱର ୟୁପି ସ୍କୁଲ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ା-ବାନ୍ତି : ୩୦ ଅନ୍ତେବାସୀ ଅସୁସ୍ଥ

ରାଇରଙ୍ଗପୁର:  ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗୋଡ଼ା ପୁର୍ନେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସରେ ଝାଡ଼ା-ବାନ୍ତିରେ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ସମସ୍ତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ … Read More

ଅଗଷ୍ଟ ୧୫ ଯାଏ ପିଏମ୍‌ ଫସଲ ବୀମା ବଢ଼ାଇବାକୁ ଦାବି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଛି କଂଗ୍ରେସ। ଏହି ସମୟସୀମା ମଧ୍ୟରେ ଯେପରି ରାଜ୍ୟର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଋଣୀ ଓ ଅଣଋଣୀ ଚାଷୀ ପଞ୍ଜିକୃତ … Read More

ଗଛରେ ପିଟି ହେଲା ଥାର୍, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ, ଜଣେ ଗୁରୁତର

ଯୋଡ଼ା : ଗଛକୁ ପିଟିଲା ଥାର୍ , ଚାଲିଗଲା ୩ ଜୀବନ। ମୃତକମାନେ ହେଲେ ଗୋଟିଏ ପରିବାରର ବାପା, ମାଆ ଓ ଦାଦା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଚମ୍ପୁଆ ନିକଟସ୍ଥ ରଜିଆ … Read More