ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ସମ୍ବଲପୁର::ବୁର୍ଲା ଭୀମସାରରେ ଜଣେ ପିଜି ପ୍ରଥମବର୍ଷର ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ। ଛାତ୍ରୀ ଜଣକ ୩୦ଟି ବଟିକା ଖାଇ ଜୀବନ ହାରିବା ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ଗୁରୁତର ହେବାରୁ ତାଙ୍କୁ ଆଇସିସିୟୁ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସ୍ଵୀକାର କରିଛନ୍ତି … Read More
