ନଭେମ୍ବର ୧ରେ ବିଶାଳ ରାଲି; ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍
ମୁମ୍ବାଇ: ମହାରାଷ୍ଟ୍ରରେ ନକଲି ଭୋଟରଙ୍କ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଏବେ ନଭେମ୍ବର 1 ତାରିଖରେ ଏକ ବିଶାଳ ରାଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ତାଙ୍କ ଭାଇ ରାଜ ଠାକରେଙ୍କ ସହ ଏହି … Read More
