ଯୁବକକୁ ଦଳି ଦେଲେ ହାତୀପଲ, ୫ ଘଣ୍ଟା ମୃତଦେହକୁ ଜଗି ରହିଲେ
କରଞ୍ଜିଆ : ଯୁବକକୁ ଦଳି ମାରିଦେଲେ ୫ ଟିକିଆ ହାତୀପଲ । ଗତକାଲି ସନ୍ଧ୍ୟା ସମୟରେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନରେ … Read More
