ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ, ସର୍ଚ୍ଚ ଅପରେସନ୍ ଆରମ୍ଭ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । … Read More

ଦିଲ୍ଲୀ MCD ନିର୍ବାଚନ: ୨ଟି ଆସନରେ ହାରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ(MCD)ର ୧୨ ଟି ୱାର୍ଡର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ଭାରତୀୟ ଜନତା ପାର୍ଟି(BJP) ୭ଟି ଏବଂ ଆମ୍ ଆଦାନୀ ପାର୍ଟି(AAP) ୩ଟି ସିଟ୍ ହାସଲ କରିବାରେ ସଫଳ ହୋଇଛି । କଂଗ୍ରେସ ମଧ୍ୟ … Read More

ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଖସୁଛି ଟଙ୍କାର ମୂଲ୍ୟ । ଶକ୍ତିଶାଳୀ ହେଉଛି ଡଲାର । ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ । ୯୦ ଟଙ୍କା ପାର କଲା ଗୋଟିଏ ଡଲାର । ଅକ୍ଟୋବରରେ ଟ୍ରେଡ୍ ଡେଫିସିଟ୍ ହେବାରୁ ସ୍ଥିତି … Read More

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୫ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି- ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ … Read More

ଯୁବକଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ !

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ କ୍ଷତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ହ୍ୟାଣ୍ଡ ବ୍ୟାଗ୍ , … Read More

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬- ୨୭ ଶିକ୍ଷାବର୍ଷ ନିମନ୍ତେ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ। … Read More

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଡିସେମ୍ବର ୧୫ରୁ ମିଳିବ ଆଡମିଟ କାର୍ଡ ।  ଜାନୁଆରୀ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ।  ଉଚ୍ଚ ମାଧ୍ୟମିକ … Read More

ଡ୍ରେନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର:  ସମ୍ବଲପୁରରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ।  ଅଇଁଠାପାଲି ଥାନା ଶାନ୍ତି ନଗରରେ ଡ୍ରେନରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ମେଡିକାଲକୁ ପଠାଇଛି  ।  ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ … Read More

ଆସନ୍ତା ୩୧ ଯାଏ ଜାରି ରହିବ e-KYC ପ୍ରକ୍ରିୟା, ୩୩୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ

ଭୁବନେଶ୍ବର: ୩୧ ତାରିଖ ଯାଏ e-KYC ପ୍ରକ୍ରିୟା । ରାସନକାର୍ଡ e-KYC ଅବଧି ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି … Read More

ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଉତ୍ତେଜନା । ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ରାତି ୯ଟାରୁ ୧୧ ଟା ଭିତରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ … Read More